fbpx
Browsing Category

Top Stories

Video; କଞ୍ଚାପରିବା ଦରଦାମ୍ ବୃଦ୍ଧିକୁ ନେଇ ଆସିଲା ବଡ଼ ଖବର, ଜଣାପଡ଼ିଲା କିଏ ବଢ଼ାଉଛି ପରିବା ଦର…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଳୁ, ପିଆଜ ଠାରୁ ପନିପରିବା ସବୁର ଦର ଅକାଶଛୁଆଁ । ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ । ଯାହାକୁ ହାତ ମାରିଲେ କରେଣ୍ଟ ଭଳି ଲାଗୁଛି । ରାଜ୍ୟର ବିଭିନ୍ନ ପରିବା ବଜାରରେ ପରିବା ଦାମ୍ ୮୦…

ଜୁନ୍ ୨୬ରେ ହେବାକୁ ଯାଉଥିବା ଲୋକସଭା ବାଚସ୍ପତି ନିର୍ବାଚନର ମତଦାନରୁ ବାଦ୍ ପଡ଼ିଲେ ୭ ଜଣ ସାଂସଦ

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୧ଟା ସମୟରେ ଲୋକସଭା ବାଚସ୍ପତି ନିର୍ବାଚନରେ ସାଂସଦମାନେ ମତଦାନ କରିବେ । ବିଜେପି ପକ୍ଷରୁ ଓମ୍ ବିର୍ଲାଙ୍କୁ ଏଥିପାଇଁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ କେ. ସୁରେଶଙ୍କୁ…

(Video) ‘ଛଅ ଥରର ସାଂସଦ ମୁଁ, ଆପଣ ମୋତେ ଶିଖାଇବେ…..’: ନାରାବାଜୀକୁ ରୋକିବାରୁ ବିଜେପି ନେତାଙ୍କୁ ଏପରି ଟାର୍ଗେଟ୍ କଲେ ପପୁ ଯାଦବ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ନବନିର୍ବାଚିତ ସାଂସଦମାନଙ୍କର ଶପଥ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ବିଭିନ୍ନ ଦଳର ନିର୍ବାଚିତ ସାଂସଦମାନଙ୍କର ଶପଥ ଗ୍ରହଣ ବେଳର ଅନେକ ଭିଡିଓ ସାମ୍ନାକୁ ଆସିବା ସହ ତାହା ବିବାଦ…

ପେପର ଲିକ୍ ମାମଲାରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଦୋଷୀକୁ ଆଜୀବନ ଜେଲ ସହ ୧ କୋଟି ଟଙ୍କାର ଜରିମାନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ପେପର ଲିକ୍ ମାମଲା ବିରୋଧରେ ବଡ଼ ପଦକ୍ଷେପ ଉଠାଇଛନ୍ତି । ମଙ୍ଗଳବାର କ୍ୟାବିନେଟ୍ ବୈଠକରେ ଯୋଗୀ ସରକାର ରାଜ୍ୟର ସାର୍ବଜନିକ ପରୀକ୍ଷା ଅଧ୍ୟାଦେଶ…

IMD ସତର୍କ କଲା: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ଭୀଷଣ ବର୍ଷା!

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଏବେ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଖୁବଶୀଘ୍ର ପାଗରେ ହେବାକୁ ଯାଉଛି ଏକ ପରିବର୍ତ୍ତନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା…

ପୁରାତନ ଯୁଗରେ ତିଳକର ଭୂମିକା; କାହିଁକି ପୂର୍ବ କାଳରେ ରାଜବଂଶରେ ଲଗାଯାଏ ବିଜୟ ତିଳକ?…

ଓଡ଼ିଶା ଭାସ୍କର: ତିଳକ ବା ଚନ୍ଦନ ଲଗାଇବା ସନାତନ ଧର୍ମରେ ଖାସ୍ ମହତ୍ୱ ରହିଛି। ମଥାରେ ତିଳକ ଲାଗାଇବାକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ। ତିଳକ ଲଗାଇଲେ ଯେ କେବଳ ଆମ ଜୀବନରେ ସାକାରାତ୍ମକ ଚିନ୍ତାଧାରା ଆସିଥାଏ ତାହା…

ଜୁନ୍ ୨୮ରେ ହେବ ଜୁନିୟର ଆସିଷ୍ଟାଣ୍ଟ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ: ସୂଚନା ଦେଲା SSB

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ରେ ଜୁନିୟର ଆସିଷ୍ଟାଣ୍ଟ ନିଯୁକ୍ତିକୁ ନେଇ ଆସିଛି…

ଯୋଜନା-ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆ ସରକାରଙ୍କ ଉପରେ ଜନ…

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସରେ ଜିଏ ଅଧିକାରୀ; ‘କାହିଁକି ଭଙ୍ଗାଯାଉଛି ନିର୍ମାଣ ହୋଇଥିବା ଘର?’

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସରେ ଜିଏ ଅଧିକାରୀ । ପ୍ରଣବଙ୍କ କ୍ୱାର୍ଟର୍ସ ଭିତରକୁ ଗଲେ ୩ ଅଧିକାରୀ । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଭିତରେ ବୁଲିଲେ ଜିଏ ଅଧିକାରୀ…

(Video) ଲୋକସଭା ସାଂସଦ ଭାବେ ଶପଥ ନେବା ସମୟରେ ‘ଜୟ ଫିଲିସ୍ତୀନ’, ‘ଜୟ ଭୀମ’….. ନାରା ଦେଲେ ଓୱେସୀ

ନୂଆଦିଲ୍ଲୀ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ଏଆଇଏମଆଇଏମ ମୁଖ୍ୟ ଅସାସୁଦ୍ଦିନ ଓୱେସୀ ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଶପଥ ଗ୍ରହଣ ପରେ ଓୱେସୀ ‘ଜୟ ଫିଲିସ୍ତୀନ’, ‘ଜୟ ଭୀମ’, ଜୟ…