fbpx
BSKY SKY
BSKY SKY
Browsing Category

Top Stories

ୱିପ୍ରୋର ସିଓଓ ଅମିତ ଚୌଧୁରୀ ଦେଲେ ଇସ୍ତଫା , ସଞ୍ଜୀବ ଜେନାଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ଆଇଟି ସେବା ସଂସ୍ଥା ୱିପ୍ରୋ ୧୭ ମଇରେ ଘୋଷଣା କରିଛି ଯେ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଚୌଧୁରୀ ଇସ୍ତଫା ଦେଇଛନ୍ତି । ଚୌଧୁରୀଙ୍କ ଶେଷ ଦିନ ୩୧ ମଇ ହେବ ଓ ତାଙ୍କ ସ୍ଥାନରେ ସଞ୍ଜୀବ…

ସମସ୍ୟାରେ ଫସିଲା ଭାରତୀୟ ମସଲା ବ୍ରାଣ୍ଡ: ନେପାଳ ମଧ୍ୟ ଲଗାଇଲା ବ୍ୟାନ୍

ନୂଆଦିଲ୍ଲୀ : ଗତବର୍ଷ ଭାରତୀୟ ମସଲାକୁ ନେଇ ବିବାଦ ସୃଷ୍ଟି ହୋଇଛି ଯାହା ଥମିବାର ନାଁ ନେଉ ନାହିଁ । ସିଙ୍ଗାପୁର ଏବଂ ହଂକଂ ପରେ ବର୍ତ୍ତମାନ ନେପାଳରେ ଭାରତୀୟ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ MDH ମସଲା ବିକ୍ରି ଏବଂ…

ନୀଳ ଆକାଶରେ ‘ଓଡ଼ିଶା ମାନଚିତ୍ର’! ଭୁବନେଶ୍ୱର ଆକାଶରେ ସୂର୍ଯ୍ୟ ରଶ୍ମିକୁ ଢାଙ୍କିଦେଲା ଓଡ଼ିଶା

ଓଡ଼ିଶା ଭାସ୍କର: ସାରା ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ସୂର୍ଯ୍ୟଙ୍କ ଉତ୍ତପ୍ତ ରଶ୍ମି ସମଗ୍ର ରାଜ୍ୟକୁ କଲବଲ କରିଛି । କିନ୍ତୁ ଏହା ଭିତରେ ଓଡ଼ିଶା ଆକାଶରେ ଦେଖିବାକୁ ମିଳିଛି ରାଜ୍ୟର ପ୍ରତିବିମ୍ବ ।…

ଲାଇଟ୍ କଲର କପଡାରେ ଲାଗିଯାଇଛି କି ହଳଦୀ ଦାଗ? ଏହି ୪ ସହଜ ଉପାୟରେ ଛଡାନ୍ତୁ

ଓଡ଼ିଶା ଭାସ୍କର: ହଳଦୀ ରଙ୍ଗ ବହୁତ ଗାଢ ହୋଇଥାଏ । ଏହା କପଡାରେ ଲାଗିଗଲେ ସହଜରେ ଛାଡେ ନାହିଁ । ଯେତେବେଳେ ଧଳା ପୋଷାକରେ ହଳଦୀ ଲାଗିଯାଏ ତେବେ ଏହାକୁ ଛଡାଇବା ବହୁତ କଷ୍ଟ ହୋଇଥାଏ । ଏହି କ୍ରମରେ ଆମେ ଆପଣଙ୍କୁ କିଛି…

୨୦୫୦ ସୁଦ୍ଧା ଭାରତୀୟ ପୁରୁଷଙ୍କ ହାରାହାରି ବୟସ ୭୫ ବର୍ଷ ହେବ, ମହିଳାମାନଙ୍କ ବୟସ ପ୍ରାୟ ୮୦ ବର୍ଷ

ନୂଆଦିଲ୍ଲୀ: ‘ଦ ଲାନସେଟ୍' ପତ୍ରିକାରେ ପ୍ରକାଶିତ ଏକ ବିଶ୍ୱସ୍ତରୀୟ ଅଧ୍ୟୟନରେ କୁହାଯାଇଛି ଯେ ୨୦୨୨ ରୁ ୨୦୫୦ ମଧ୍ୟରେ ପୁରୁଷଙ୍କ ଆୟୁ ପ୍ରାୟ ପାଞ୍ଚ ବର୍ଷ ଏବଂ ସାରା ବିଶ୍ୱରେ ଚାରି ବର୍ଷରୁ ଅଧିକ ମହିଳାଙ୍କ ଆୟୁରେ…

RCB vs CSK; ବର୍ଷା ହେଲେ କାହାକୁ ମିଳିବ ପ୍ଲେଅଫ୍ ଟିକେଟ? ଜାଣନ୍ତୁ ଏହି ମ୍ୟାଚର ସମୀକରଣ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପ୍ଲେଅଫ୍ ସମୀକରଣ ଏବେ ଖୁବ ରୋମାଞ୍ଚକର ହୋଇଛି । କୋଲକାତା, ରାଜସ୍ଥାନ ଏବଂ ହାଇଦ୍ରାବାଦ ପ୍ଲେଅଫ ପାଇଁ ସ୍ଥାନ ପକ୍କା କରି ସାରିଥିବା ବେଳେ ଚତୁର୍ଥ ଦଳ ପାଇଁ ରହିଛି ଅପେକ୍ଷା । ତେବେ ଏହି…

ଗୋଟିଏ ପୁଅ ପାଇଁ ୯-୯ଟା ପିଲା ଜନ୍ମ କରିଛନ୍ତି…, ଲାଲୁଙ୍କୁ ଏପରି କଟାକ୍ଷ କଲେ ନୀତିଶ

ପାଟନା: ଲୋକସଭା ନିର୍ବାଚନ ଜାରି ରହିଛି ଓ ବିହାରରେ ଦେଶର ସରକାର ଗଠନ ଲାଗି ଲଢାଯାଉଥିବା ନିର୍ବାଚନରେ ପରିବାରବାଦ ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ବିହାରରେ ଏବେ ପରିବାରବାଦକୁ ନେଇ ସମସ୍ତଙ୍କ ଟାର୍ଗେଟ୍‌ରେ…

ବିଜୟଙ୍କ ହାତ ଛାଡ଼ିଦେଲା ବିଜେପି: ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିଷ୍କୃତ

ଭୁବନେଶ୍ୱର: ନିର୍ବାଚନ ପାଇଁ ସାରା ଓଡ଼ିଶା କମ୍ପୁଥିବା ବେଳେ ବିଜେପି ନେଇଛି ଏକ ବଡ଼ ନିଷ୍ପତ୍ତି । ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାର୍ଟିରୁ ବହିଷ୍କୃତ କରିଛି ବିଜେପି । ବିଜୟଙ୍କ ବିରୋଧରେ ଦଳବିରୋଧୀ…

(Video) ମୋଦୀ ଗ୍ୟାରେଣ୍ଟି vs ନବୀନ ଗ୍ୟାରେଣ୍ଟି vs କଂଗ୍ରେସ ଗ୍ୟାରେଣ୍ଟି: କାହା ଗ୍ୟାରେଣ୍ଟି ଉପରେ ଭୋଟରଙ୍କ ଭରସା? କିଏ ମାରିବ ବାଜି?

ଓଡ଼ିଶା ଭାସ୍କର: ଚଳିତ ନିର୍ବାଚନ ପାଇଁ କମ୍ପୁଛି ଓଡ଼ିଶାର ରାଜନୀତି ମଇଦାନ । ଓଡ଼ିଶାରେ ଆସନ କବଜା କରିବା ପାଇଁ ରାଜ୍ୟକୁ ପ୍ରତିଦିନ କେନ୍ଦ୍ରରୁ ଓଡିଶାକୁ ଛୁଟୁଛି ନେତାଙ୍କ ସୁଅ । ଓଡିଶାରୁ ବହୂମତ ପାଇବାକୁ ପ୍ରାୟ…

ରାତିରେ ଶୋଇବା ପୂର୍ବରୁ ପିଉଛନ୍ତି କି ଅଧିକ ପାଣି, ଭୋଗି ପାରନ୍ତି ଏହି ସମସ୍ୟା

ଓଡ଼ିଶା ଭାସ୍କର: ଜଳ ଜୀବନ ଲାଗି ନିହାତି ଆବଶ୍ୟକ । ଖରାଦିନେ ଆମେ ସମସ୍ତେ ଅଧିକ ପାଣି ପିଇବା ଉଚିତ । କିନ୍ତୁ ପାଣି ପିଇବାର ବି କିଛି ନିୟମ ରହିଛି । ଯେପରିକି ଛିଡା ହୋଇ ପାଣି ପିଇବା ଅନୁଚିତ, ରାତିରେ ଶୋଇବା…