
Browsing Category
Top Stories
ସାଇକେଲରେ ବୁଲୁଥିଲେ ଜିଲ୍ଲାପାଳ, ଅଟକାଇଲେ କନଷ୍ଟେବଳ, ତାପରେ…
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାରା ଦେଶରେ ନାନା କଟକଣା କଡ଼ାକଡ଼ି ଭାବେ ଲାଗୁ ହୋଇଛି । ଏପରିକି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଲକଡାଉନ୍, ଶଟଡାଉନ୍, କର୍ଫ୍ୟୁ ଆଦି ଲାଗୁ କରିଛନ୍ତି । ନିହାତି ଜରୁରି ନଥିଲେ କେହି…
‘କ୍ୟାପଟେନଙ୍କ ଭୁଲ୍ ଅନୁମାନ ଯୋଗୁଁ ଘଟିଗଲା ବଡ଼ ବିପଦ’
ମୁମ୍ବାଇ: ଆରବ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼-ବାତ୍ୟା ତଉକ୍ତେ ପାଇଁ ଫସିଥିବା ଜାହାଜ ବାର୍ଜ-୩୦୫ ସମ୍ପର୍କରେ ଖୋଲୁଛି ଗୁମର । ବର୍ତ୍ତମାନ ପର୍ଯ୍ୟନ୍ତ ଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ…
ଦିଅରର ବାହାଘରରେ ଭାଉଜର ଆତ୍ମହତ୍ୟା
ଭଞ୍ଜନଗର(ଓଡ଼ିଶା ଭାସ୍କର): ଶାଶୂଘର ଲୋକଙ୍କ ନିର୍ଯାତନା ସହିନପାରି ବିବାହିତାଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ତାରାସିଂ ଥାନା ଅନ୍ତର୍ଗତ ଢେପସାହି ଗାଁରେ ଘଟିଛି ଏଭଳି ଅଘଟଣା । ମୃତ ମହିଳା ଜଣକ ସେହି…
୫୪ ଜିଲ୍ଲାପାଳଙ୍କ ସହ କୋଭିଡ୍ ମୁକାବିଲା ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ଟି ରାଜ୍ୟର ୫୪ ଜିଲ୍ଲାପାଳଙ୍କ କୋଭିଡ୍ ମୁକାବିଲା ସମ୍ପର୍କରେ ବୈଠକ କରିବେ । ଏହି ବୈଠକରେ କୋଭିଡ୍ ମୁକାବିଲା…
ବିବାହ ପୂର୍ବରୁ କୀଟନାଶକ ପିଇଦେଲା କନ୍ୟା
ଭଞ୍ଜନଗର (ଓଡିଶା ଭାସ୍କର): ମାଙ୍ଗଳିକ କାର୍ଯ୍ୟକୁ ନେଇ କନ୍ୟାଘର ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଖୁସିର ବାତାବରଣ ଲାଗି ରହିଥିଲା । ବୁଧବାର ସଂଧ୍ୟାରେ ହୋଇଥାନ୍ତା ବାହାଘର, ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ମଧ୍ୟ…
ଇଂଲଣ୍ଡରେ ଆଇପିଏଲ୍ ଓ ଭାରତରେ ବିଶ୍ୱକପ ଆୟୋଜନ ପାଇଁ ଯୋଜନା
ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଗୁରୁତର ହୋଇ ଚାଲିଥିବା ବେଳେ ଆଗାମୀ ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)
କିପରି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଓ ଟି-୨୦ କ୍ରିକେଟ ବିଶ୍ୱକପ୍…
ଏସଆରସିଙ୍କ ପକ୍ଷରୁ ଆଜି ସମ୍ଭାବ୍ୟ ବାତ୍ୟା ସମୀକ୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ମେ' ୨୬ ତାରିଖ ସୁଦ୍ଧା ଆଉ ଏକ ବାତ୍ୟା ଦାନା ବାନ୍ଧୁଥିବା ନେଇ ଆଇଏମଡି ପକ୍ଷରୁ ସୁଚନା ଦିଆଯିବା ପରେ ଓଡିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ତେବେ ଏହି ବାତ୍ୟାର ନାଁ 'ୟଶ୍'…
୩ ମହାରଣାଙ୍କ ସମେତ ୮ ସେବାୟତ କରୋନା ପଜିଟିଭ୍
ପୁରୀ(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ଆକ୍ରାନ୍ତ ହୋଇଛନ୍ତି । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ସେଥିରେ…
ବଇରୀ ସାଜିଲେ ଅଧ୍ୟାପକ: ୧୪ ବର୍ଷର ଛାତ୍ରୀଙ୍କୁ ପାଠ ପଢ଼ାଇବା ନାଁରେ ଘରେ ରଖି କରୁଥିଲେ ଦୁଷ୍କର୍ମ!
ଗୌହାଟୀ: ବର୍ତ୍ତମାନ ସମାଜରେ ମହିଳା ମାନେ ବଞ୍ଚିବା କଷ୍ଟକର ହୋଇ ପଡିଲାଣି । ଘରଠାରୁ ଆରମ୍ଭ କରି ସ୍କୁଲ୍ ପର୍ଯ୍ୟନ୍ତ କେଉଁଠି ମଧ୍ୟ ସୁରକ୍ଷିତ ନାହାନ୍ତି ମହିଳା । ଏହା ମଧ୍ୟରେ ଆସାମରୁ ଏକ ଚକିତ କଲା ପରି ଖବର ଆସି…
ଦେଶରେ ୪ ହଜାର ତଳକୁ ଖସିଲା ମୃତ୍ୟୁସଂଖ୍ୟା: ଆଜି ୩୮୭୪ ଜଣଙ୍କ ମୁଣ୍ଡ ନେଲା କରୋନା
ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଛି ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୭୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୭ ହଜାର…