
Browsing Category
Top Stories
ବଙ୍ଗଳାରେ ବିଜେପି ପଛରେ ରହିବାକୁ ନେଇ ଗଦଗଦ୍ ହେଲେ ବିରୋଧୀ, କିଏ କଣ କହିଲେ ପଢ଼ନ୍ତୁ
କୋଲକାତା, ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ବର୍ତ୍ତମାନର ଫଳାଫଳ ପ୍ରଦର୍ଶିତ ଫଳାଫଳକୁ ଦେଖିଲେ ଲାଗୁଛି ଟିଏମସିର ଜିତ୍ ଏବଂ ବିଜେପିର ହାର୍ ହେବ । ଭୋଟ ଗଣତିରେ ଟିଏମସି ଆଗରେ ରହିଥିବା ବେଳେ ବିଜେପି ଅନେକ…
ମାଟ୍ରିକ ମାର୍କ ଦ୍ୱନ୍ଦ: ଏହି ଆଧାରରେ ପିଲାଙ୍କୁ ଦିଆଯିବ ମାର୍କ!
ଭୁବନେଶ୍ୱର, ୧/୦୫: ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିଛନ୍ତି । ସେପଟେ ପରୀକ୍ଷା ବାତିଲ ହେବାପରେ କେମିତି ସେମାନଙ୍କୁ ମାର୍କ ମିଳିବ…
ତାମିଲନାଡ଼ୁରେ ଷ୍ଟାଲିନ୍ ଯାଦୁ: ବହୁମତଠୁ ଆଗରେ ଡିଏମକେ, ଏବେଠାରୁ ଆରମ୍ଭ ହେଲାଣି ବିଜୟ ଉତ୍ସବ
ଚେନ୍ନାଇ, ୨ା୫ : ତାମିଲନାଡ଼ୁରେ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରାଜ୍ୟରେ ଏମକେ ଷ୍ଟାଲିନଙ୍କ ଯାଦୁ ଡିଏମକେକୁ ନିର୍ବାଚନରେ ଅଗ୍ରଣୀ କରାଇଛି । ମୋଟ ୨୩୪ଟି ଆସନ…
ସଂକ୍ରମଣକୁ ରୋକିବାରେ ବିଫଳ ନିର୍ବାଚନ ଆୟୋଗ: ବାରଣ ପରେ ବି ହେଲା ଶୋଭାଯାତ୍ରା, ଅଭିଯୋଗ ଆଣିଲେ ଜନତା
ନୂଆଦିଲ୍ଲୀ, ୦୨ ।୦୫ (ଓଡ଼ିଶା ଭାସ୍କର) : ନିକଟରେ ମାଡ୍ରାସ ହାଇକୋର୍ଟ ଦେଶରେ ଦ୍ରୁତ କୋଭିଡ୍ ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗକୁ ଦାୟୀ ବୋଲି ମତ ପ୍ରକାଶ କରିଥିଲେ । ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ନିର୍ବାଚନୀ…
ପଶ୍ଚିମବଙ୍ଗରେ ବିଶାଳ ବିଜୟ ଅଭିମୁଖେ ଟିଏମସି
କୋଲକାତା, ୨ା୫: ସମଗ୍ର ଦେଶରେ ବର୍ତ୍ତମାନ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଛି । ଜନାଦେଶ କେଉଁ ଦଳ ସପକ୍ଷରେ ଯିବ, ତାହାକୁ ଦେଶବାସୀ ଉତ୍କଣ୍ଠାର ସହ…
ପଶ୍ଚିମବଙ୍ଗରେ କଂଗ୍ରେସ ତଳିତଳାନ୍ତ
କୋଲକାତା : ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତୀ । ଟିଏମସି ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ହେଲେ ସବୁଥର ପରି ଟିଏମସି ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ଫଳାଫଳ ଅନୁସାରେ ଟିଏମସି…
‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି
ନୂଆଦିଲ୍ଲୀ, ୨ା୫: ଆଜି କେରଳ ବିଧାନସଭା ନିର୍ବାଚନର ଭୋଟ ଗଣନା ଜାରି ରହିଛି । ରାଜ୍ୟର ୧୪୦ଟି ମୋଟ ଆସନ ମଧ୍ୟରୁ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମେଟ୍ରୋ ମ୍ୟାନ୍ ଇ. ଶ୍ରୀଧରନ୍ । ଶ୍ରୀଧରନ୍ ବିଜେପି…
ନନ୍ଦୀଗ୍ରାମ ସିଟରେ ପଛରେ ପଡିଲେ ଶୁଭେନ୍ଦୁ ଅଧିକାରୀ
ନନ୍ଦୀଗ୍ରାମ : ପଶ୍ଚିମବଙ୍ଗ ନିର୍ବାଚନରେ ନନ୍ଦୀଗ୍ରାମ ସବୁଠାରୁ ହଟ୍ ସିଟ୍ ରେ ପରିଣତ ହୋଇଯାଇଛି । ଦଳ ଦଳ ମଧ୍ୟରେ କଡା ଟକ୍କର ଜାରି ରହିଛି । ଏହା ଭିତରେ ନନ୍ଦୀଗ୍ରାମ ସିଟ୍ ରେ ଶୁଭେନ୍ଦୁ ଅଧିକାରୀ ପଛରେ…
ଗୋରା ଛୁଆଙ୍କୁ ମାରି ଦିଆଯାଏ, ମହିଳାମାନେ ଚାହାଁନ୍ତି କଳାରଙ୍ଗର ସନ୍ତାନ, ଜାଣନ୍ତୁ ଏହା ପଛର କାରଣ
ମାତୃତ୍ୱର ଅଧିକାରୀଣୀ ହେବା ସମସ୍ତ ମହିଳାଙ୍କର ଏକ ସ୍ୱପ୍ନ ଥାଏ । ବିବାହ ପରେ ଏକ ସୁନ୍ଦର ସନ୍ତାନକୁ ଜନ୍ମ ଦେବା ପ୍ରତ୍ୟେକ ମହିଳା ଚାହିଁଥାନ୍ତି । ସୁନ୍ଦର ସନ୍ତାନ ଲକ୍ଷ୍ୟରେ ଅନେକ ମହିଳା ଗର୍ଭଧାରଣ ସମୟରେ ବିଭିନ୍ନ…
ତାମିଲନାଡୁରେ DMK କର୍ମୀଙ୍କ ଆରମ୍ଭ ହେଲା ଉତ୍ସବ, କୋଭିଡ ଗାଇଡଲାଇନକୁ ଫୁ’
ନୂଆଦିଲ୍ଲୀ,୨ ।୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପାଇ ଭୋଟ୍ ଗଣତି ଜାରି ରହିଛି । ଏହାରି ମଧ୍ୟରେ ତାମିଲନାଡୁରେ ଡିଏମକେ ଗଠବନ୍ଧନକୁ ବଡ ବିଜୟ ମିଳିବାକୁ ଯାଉଥିବା ଦେଖିବାକୁ ମିଳିଛି । ମୋଟ ୨୩୪ଟି…