Browsing Category

Top Stories

ପୁତ୍ର ସାଜିଲା ନର ରାକ୍ଷସ: ମା’ଙ୍କୁ ହତ୍ୟା କରି କୁକୁରକୁ ଖୁଆଇବା ସହ ନିଜେ ଖାଇଲା ମାଂସ

ମାଟ୍ରିଦ, ୨୩ା୪: ସ୍ପେନରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ ଯୁବକ ନରରାକ୍ଷସ ସାଜି ନିଜ ମା’ଙ୍କୁ ହତ୍ୟା କରି ମାଂସ ଟୁକୁଡ଼ାକୁ କୁକୁରକୁ ଖୁଆଇବା ସହ ନିଜେ ଭକ୍ଷଣ କରିଛି । ତେବେ ଏହି ଘଟଣାରେ ପୋଲିସ ଉକ୍ତ ଯୁବକକୁ…

କରୋନା ପ୍ରଭାବ : ହସ୍ପିଟାଲରେ ବେଡ୍ ନ ମିଳିବାରୁ ଫୁଟପାଥରେ ଶୋଇଲେ କରୋନା ଆକ୍ରାନ୍ତ

ବାଙ୍ଗାଲୁରୁ, ୨୩ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀର ଭୟାବହତା ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ କର୍ଣ୍ଣାଟକ ମଧ୍ୟ କରୋନାର ଆତଙ୍କକୁ ସାମ୍ନା କରୁଛି ।…

ରିଲିଜ ହେଲା ‘The Conjuring: The Devil Made Me Do it’ ର ଟ୍ରେଲର

ରିଲିଜ ହୋଇଛି ହଲିଉଡର ଏକ ଚିତ୍ତାକର୍ଷକ ହରର ଫିଲ୍ମ  ‘The Conjuring: The Devil Made Me Do it’ ର ଟ୍ରେଲର  । ଏହି ଫିଲ୍ମର କାହାଣୀ ଏକ ସତ୍ୟ ଏବଂ ସମ୍ବେଦନଶୀଳ କାହାଣୀ ଉପରେ ଆଧାରିତ  । ଏଥିରେ ପୂର୍ବ ଭଳି…

ଯଦି ଅଭିଭାବକ ପଜିଟିଭ୍ ହୋଇଥାନ୍ତି, ତେବେ ଜାଣନ୍ତୁ କିପରି ନେବେ ପିଲାଙ୍କ ଯତ୍ନ

ବର୍ତ୍ତମାନ ସମଗ୍ର ଦେଶରେ କରୋନା ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର୍ ହେଉଛି । ଏହି ପରିପ୍ରେକ୍ଷୀରେ ପରିବାରର ଯେ କେହି କରୋନାରେ ଆକ୍ରାନ୍ତ ହେେଲେ ଅନ୍ୟମାନେ ଏଥିପ୍ରତି ସାବଧାନ ରହିବାକୁ…

ସୋସିଆଲ ମିଡିଆରେ ନିଆଁ ଲଗାଉଛି ଅଦାଙ୍କ ଗ୍ଲାମରସ୍ ଲୁକ୍, ଦେଖନ୍ତୁ ଫଟୋ

ମୁମ୍ବାଇ : ବଲିଉଡ୍ ଅଦା ଶର୍ମାଙ୍କୁ ତ ଆପଣ ମାନେ ଜାଣିଥିବେ । ନିଜର ବୋଲ୍ଡ ଏବଂ ହଟ୍ ଅନ୍ଦାଜରେ ଫ୍ୟାନ୍ସ ମାନଙ୍କୁ ସବୁବେଳେ ପାଗଳ କରନ୍ତି । ସେ ସୋସିଆଲ ମିଡିଆରେ ବି ବେଶ୍ ସକ୍ରିୟ । ପ୍ରତିଦିନ ନିଜ ଫ୍ୟାନ୍ସ…

Post Officeର ଏହି ଯୋଜନାରେ ଆଜି ହିଁ ନିବେଶ କରନ୍ତୁ , ୧୦ ବର୍ଷରେ ପାଇବେ Double

ନୂଆଦିଲ୍ଲୀ, ୨୩ା୪: ଆଜିକାଲି ଟଙ୍କା ରୋଜଗାର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିବେଶ କରିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । କମ୍ ଅର୍ଥ ନିବେଶ କରି ଅଧିକ ପରିମାଣର ଅର୍ଥ ପାଇବାକୁ ସମସ୍ତେ ଚାହୁଁଛନ୍ତି ।…

ଏହି ରାଜ୍ୟରେ ବିବାହ ପୂର୍ବରୁ ଯୁବତୀମାନେ ଗର୍ଭବତୀ ହେବା ବାଧ୍ୟତାମୂଳକ, ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ

ବିବାହକୁ ନେଇ ଅନେକ ପୁରୁଣା ପରମ୍ପରା ଆମ ସମାଜରେ ଆଜି ବି ପ୍ରଚଳିତ । ସାଧାରଣତଃ ବିବାହ ପରେ ଜଣେ ନାରୀ ମାତୃତ୍ୱର ଅଧିକାରୀଣୀ ହୋଇଥାଏ । ମାତ୍ର ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ବିବାହ ପୂର୍ବରୁ ଜଣେ ଯୁବତୀଙ୍କୁ…

୨୦୨୦ରେ ସୀମା ପାର୍ କରିଛି ଦାରିଦ୍ର୍ୟ, ଅସମୟରେ ବେରୋଜଗାର ହୋଇଯାଇଛନ୍ତି ଅନେକ ଲୋକ

ନୂଆଦିଲ୍ଲୀ, ୨୩ା୪ : କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୁପ ନେବାକୁ ଲାଗିଥିବା ବେଳେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇ ଆସୁଛି । ଭୁତାଣୁର ପ୍ରଥମ ଲହର ଆରମ୍ଭ ହେବା ପରଠାରୁ ହିଁ ଭାରତୀୟ ମାନେ ବେକାରୀ ସମସ୍ୟା…

ଭାଙ୍ଗିଗଲା ନଦୀମ-ଶ୍ରବଣ ଯୋଡ଼ି: ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରାଥୋଡ୍

ମୁମ୍ବାଇ, ୨୩ା୪: ବଲିଉଡର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରାଥୋଡ ଆଉ ନାହାନ୍ତି । କୋଟି କୋଟି ଶ୍ରୋତାଙ୍କୁ ନିଜର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥିବା ନଦୀମ-ଶ୍ରବଣଙ୍କ ଯୋଡ଼ିଙ୍କୁ ଅଲଗା କରିଦେଇଛି କରୋନା ।…

ଏଣିକି ଦୈନିକ ୪ ଘଣ୍ଟା ପାଇଁ ଖୋଲା ରହିବ ବ୍ୟାଙ୍କ, ଅଧା କର୍ମଚାରୀରେ ଚାଲିବ ଅଫିସ କାର୍ଯ୍ୟ

ନୂଆଦିଲ୍ଲୀ, ୨୩ା୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ବ୍ୟାଙ୍କଗୁଡ଼ିକର ସମୟସୀମା ହ୍ରାସ କରିବାକୁ ପଦକ୍ଷେପ ନେଇଛି ।…