Browsing Category
Top Stories
ପ୍ରି ୱେଡିଂ ମାନିଆ, ଏପରି ଫଟୋ ଶୁଟ୍ କରି ଚର୍ଚ୍ଚାରେ ଦମ୍ପତି
ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି । ଏବେ କିନ୍ତୁ ବିବାହ ପୂର୍ବର ସେହି ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀମାନେ ବେଶୀ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ଆଜିକା ସମୟରେ ପ୍ରି ୱେଡିଂ ଫଟୋ…
ବାରବାଟୀର ପ୍ରତି ଗ୍ୟାଲେରିରେ ଖୋଲିବ ହେଲ୍ପ ଡେସ୍କ: ପୋଲିସ କମିଶନର
କଟକ, ୭ା୧୨(ଓଡ଼ିଶା ଭାସ୍କର): ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ବାରବାଟୀ ଷ୍ଟାଡ଼ିଅମରେ ସୁରକ୍ଷାର ସମୀକ୍ଷା କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର…
‘ମୋ ସରକାର’ରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ସ୍ୱାସ୍ଥ କ୍ଷେତ୍ରରେ ଉନ୍ନତି ଆଣିବାକୁ ‘ମୋ ସରକାର’ ଯୋଜନାରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୬ଟି ଜିଲ୍ଲାକୁ ‘ମୋ ସରକାର’ ଟିମ୍ ଗସ୍ତ କରିଥିଲେ ।…
ଛାତ୍ରୀ ମୃତ, ଉତ୍ତ୍ୟକ୍ତ ହୋଇ ଗାଁ ଲୋକେ ଜାଳିଲେ ଅଟୋ
କେନ୍ଦ୍ରାପଡ଼ା,୭ା୧୨(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗରା ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେଠାରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟି ପଡ଼ିଛି । ସେହି ଦୁର୍ଘଟଣାରେ ସରସ୍ୱତୀ ବିଦ୍ୟା…
ସ୍କୁଲ ତରଫରୁ ଛାତ୍ରୀଙ୍କୁ କୌଣସି ପ୍ରକାରର ନିର୍ଯାତନା ଦିଆଯାଇନାହିଁ: ଅଧ୍ୟକ୍ଷା
ଭୁବନେଶ୍ୱର,୭ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତରୁ ଡ଼େଇଁ ଛାତ୍ରୀ ଗୁରୁତର ହୋଇଯାଇଥିଲେ । ଏହି ଘଟଣା ସମ୍ପର୍କରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଅଧ୍ୟକ୍ଷା ପ୍ରତିକ୍ରିୟା…
ଫାଷ୍ଟଟ୍ରାକ କୋର୍ଟରେ ହେବ ବିଚାର: ଯୋଗୀ ଆଦିତ୍ୟନାଥ
ଉନ୍ନାଓ.୭ ।୧୨: ଉତ୍ତରପ୍ରଦେଶ ଉନ୍ନାଓର ଗଣଦୁଷ୍କର୍ମ ପୀଡିତା ଗତକାଲି ଦିଲ୍ଲୀର ସଫନରଜଙ୍ଗ ହସ୍ପିଟାଲରେ ଆଖିବୁଜିଛନ୍ତି । ମୃତ୍ୟୁ ପରେ ପୀଡିତାଙ୍କ ଶବ ବ୍ୟବଚ୍ଛେଦ ଶେଷ ହୋଇଛି । ସମ୍ପୂର୍ଣ୍ଣ ଶବ ବ୍ୟବଚ୍ଛେଦ…
ଚାଷୀଙ୍କ ପାଇଁ ମିଶିଲା କାଳିଆ-କିଷାନ, ମିଳିବ ୧୦ ହଜାର ଟଙ୍କା
ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ଚାଷୀମାନଙ୍କୁ ସାବଲମ୍ବୀ କରିବେ । କାଳିଆ ଯୋଜନା ଗାଇଡ୍ ଲାଇନରେ କିଛିଟା ପରିବର୍ତ୍ତନ ଆଣିଛନ୍ତି ସରକାର । ଏନେଇ କୃଷି ବିଭାଗ ବୈଠକରେ…
ଯୋଗୀ ସରକାରଙ୍କୁ ଉନ୍ନାଓ ପୀଡିତାଙ୍କ ବାପାଙ୍କ ଗୁହାରୀ, କହିଲେ- ‘ହାଇଦ୍ରାବାଦ ଭଳି ଦୁଷ୍କର୍ମକାରୀଙ୍କୁ ଗୋଡେଇ ଗୁଳି କର’
ଉନ୍ନାଓ,୭ ।୧୨: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା । ଶୁକ୍ରବାର ରାତି ୧୧ଟା ୪୦ରେ ଦିଲ୍ଲୀର ସଫନରଜଙ୍ଗ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କଲେ । ଝିଅର ମୃତ୍ୟୁ ପରେ ଯୋଗୀ…
ଝାଡଖଣ୍ଡରେ ମତଦାନ ଜାରି, ଗୁମଲାରେ ଗୁଳିମାଡ
ଝାଡଖଣ୍ଡ,୭ ।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୦ଟି ଆସନ ପାଇଁ ମତଦାନ ଦେଉଛନ୍ତି ଜନତା । ଏଥିରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ…
ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ଆଜିଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ୱର…