Browsing Category

Top Stories

ଦିନକରେ ୪୩,୮୯୩ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ,୨୮ ।୧୦: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୦ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୮୯୩ ନୂଆ ଆକ୍ରାନ୍ତ…

ରାଶିଫଳ (ବୁଧବାର, ୨୮ ଅକ୍ଟୋବର ୨୦୨୦)

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ଖୁସି ଖବର: ରାଜ୍ୟରେ ଆଜି ୨୦୧୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୭ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୦୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

କଟକରେ ଭସାଣ ଉତ୍ସବ ଶେଷ

କଟକ, ୨୭ ।୧୦(ଓଡିଶା ଭାସ୍କର): କରୋନା କଟକଣାରେ କଟକର ଦୁର୍ଗା ଭସାଣ ଉତ୍ସବ ଶେଷ ହୋଇଛି । କଟକର ୧୬୭ ମଣ୍ଡପରେ ଏଥର ହୋଇଥିଲା ମାଆ ଦୁର୍ଗାଙ୍କ ପୂଜା । ବିନା ଶୋଭାଯାତ୍ରାରେ ୭-୭ କର୍ମମର୍ତ୍ତାଙ୍କୁ ନେଇ ଭସାଣ…

ଅନଲକ ୫ର ଗାଇଡଲାଇନ୍ ନଭେମ୍ବର ୩୦ ଯାଏଁ ବଳବତ୍ତର

ନୂଆଦିଲ୍ଲୀ,୨୭ ।୧୦: ଦେଶରେ ଆଉ ମାସେ ବଢିଛି କରୋନା କଟକଣା ଅବଧି । କରୋନା ପାଇଁ ଦେଶରେ ରି-ଓପନିଂ ନିୟମାବଳୀର ଅବଧି ବୃଦ୍ଧି ହୋଇଛି । ଅନଲକ୍ ୫ର ଗାଇଡଲାଇନ୍ ନଭେମ୍ବର ୩୦ ଯାଏଁ ବଳବତ୍ତର ରହିବ ବୋଲି ଆଜି…