Browsing Category
ଖବର
କ୍ରୁରତାର ସବୁ ସୀମା ପାର୍, ସିଂହ ମୁହଁକୁ ଶ୍ରମିକକୁ ଠେଲିଦେଲା ମାଲିକ
ନୂଆଦିଲ୍ଲୀ: କ୍ରୁରତାର ସବୁ ସୀମା ପାର୍। ଦୁନିଆରେ ଏମିତି ବି ଅମାନୁଷିକ ଲୋକ ଅଛନ୍ତି। ମାଲିକ ହେଲେ ବୋଲି ଶ୍ରମିକ ଜୀବନକୁ ଖାତିର ନାହିଁ। ଏକଥା କହିବାର ଅର୍ଥ ଜଣେ ମାଲିକ ତାଙ୍କ ଶ୍ରମିକ ଉପରକୁ ସିଂହ ଛାଡ଼ି ଦେବା…
ଅଗଷ୍ଟ ଶେଷ ସପ୍ତାହରେ ଚମକିବ ଏହି ୩ ରାଶିଙ୍କ ଭାଗ୍ୟ, ଚାକିରି, ବ୍ୟବସାୟରେ ମିଳିବ ସଫଳତା
ଓଡିଶାଭାସ୍କର: ଜ୍ୟୋତିଷଙ୍କ ଅନୁସାରେ, ଅଗଷ୍ଟ ମାସର ଏହି ଶେଷ ସପ୍ତାହ କର୍କଟ ରାଶି ପାଇଁ ବହୁତ ଭଲ ପ୍ରମାଣିତ ହେବ। ଆର୍ଥିକ ଦିଗ ବହୁତ ମଜବୁତ ରହିବ। ପ୍ରେମ ଜୀବନ ମଧ୍ୟ ସୁଖଦ ହେବାକୁ ଯାଉଛି। ଏହି ସପ୍ତାହରେ…
ରୋହିତ-କୋହଲିଙ୍କ ପରେ ଭାରତ ପାଇଁ T20Iରେ ସର୍ବାଧିକ ରନ୍ କରିଥିବା ସକ୍ରିୟ ଖେଳାଳି
ନୂଆଦିଲ୍ଲୀ: ଭାରତ ପାଇଁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିଥିବା ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ନେଇସାରିଛନ୍ତି। ବିରାଟ କୋହଲି ମଧ୍ୟ ଅବସର ନେଇସାରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ…
ବ୍ରେନ୍ ର ଏହି ଗମ୍ଭୀର ରୋଗ ନେଲା କମେଡ଼ିଆନ୍ ଙ୍କ ଜୀବନ, ଟିକେ ବିଳମ୍ୱ ପାଇଁ ହେଉଛି ମୃତ୍ୟୁ, ଜାଣନ୍ତୁ ଲକ୍ଷଣ
ପଞ୍ଜାବ: ଆଉ ନାହାଁନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା ଜସବିନ୍ଦର ଭଲ୍ଲା। ପ୍ରସିଦ୍ଧ କମେଡିଆନ୍ ଜସବିନ୍ଦର ଭଲ୍ଲାଙ୍କ ଆକସ୍ମିକ ମୃତ୍ୟୁରେ ପୁରା ପଞ୍ଜାବ ଦୋହଲି ଯାଇଛି। ୬୫ ବର୍ଷୀୟ ଜସବିନ୍ଦର ଭଲ୍ଲାଙ୍କ ମୃତ୍ୟୁର କାରଣ…
26 ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଆସନ୍ତାକାଲି ପାଇଁ 20 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ଆସନ୍ତା 26 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ 20 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ,…
ଅମାନବୀୟ କାଣ୍ଡ: ଯୁବକଙ୍କୁ ଅପହରଣ କରି ବେହୋସ ହେବା ଯାଏଁ ପିଟିଲେ, ପରିସ୍ରା ପିଆଇଲେ, ଶେଷରେ ଫାଶୀରେ…
ରାଜସ୍ଥାନ: ମାନବିକତାର ସବୁ ସୀମା ପାର । ରାଜସ୍ଥାନର ଚୁରୁର ସର୍ଦ୍ଦାରଶହରରେ ଜଣେ ଯୁବକଙ୍କୁ ଅପହରଣ ଏବଂ ଆକ୍ରମଣର ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଡେରାଜସର ଗାଁର ଏହି ଘଟଣା ଅଗଷ୍ଟ 19 ତାରିଖରେ ଘଟିଥିବା…
ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ସୂଚନା ଦେଲେ ଆଇନମନ୍ତ୍ରୀ
ପୁରୀ: ଶ୍ରୀମନ୍ଦିରରେ ଏଥର ଧାଡ଼ିରେ ହେବ ମହାପ୍ରଭୁଙ୍କ ଦର୍ଶନ। ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏହି ଧାଡ଼ି ଦର୍ଶନ।
ଏନେଇ ସୂଚନା ଦେଲେ ଆଇମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଧାଡ଼ି ଦର୍ଶନ ପାଇଁ ମନ୍ଦିର…
ମାତ୍ର 11 ବର୍ଷ ବୟସରେ ନେଶନାଲ ଆୱାର୍ଡ; ପରେ ସେକ୍ସ ରାକେଟରେ ଗଲେ ଜେଲ୍, ଆଉ ଏବେ OTTରେ କରୁଛନ୍ତି ଧମାଲ, କିଏ ସେ ଅଭିନେତ୍ରୀ ?
ନୂଆଦିଲ୍ଲୀ: ଭାରତୀୟ ସିନେମାର ଚକାଚକ ଦୁନିଆ ତାରକାମାନଙ୍କୁ ଯେତେ ଶିଘ୍ର ଉପରକୁ ଉଠାଏ, ସେତେ ଶିଘ୍ର ସେମାନଙ୍କୁ ତଳେ ମଧ୍ୟ ପକାଇଦିଏ । ଗୋଟିଏ ସମୟରେ ପ୍ରତ୍ୟେକ ପରଦାରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଚେହେରା, କିଛି…
ସାରା ରାତି ସ୍କୁଲ ଭିତରେ ଛାତ୍ରୀ, ବାହାର ପଟୁ ତାଲା ପକାଇଦେଲେ ସ୍କୁଲ କର୍ତ୍ତୁପକ୍ଷ
କେନ୍ଦୁଝର: ଛାତ୍ରୀଙ୍କୁ ତାଲା ପକାଇଦେଲେ କ୍ଲାସରେ ସ୍କୁଲ କର୍ତ୍ତୁପକ୍ଷ। ସାରାରାତି ଶ୍ରେଣୀ ଗୃହରେ ରହିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ।
ଝରକା ଦେଇ ବାହାରକୁ ଆସିବାକୁ ଛାତ୍ରୀ କରୁଥିଲେ ପ୍ରୟାସ।
ଏହି ସମୟରେ…
ବଡ଼ ଖବର: ଏଥର ଗଣେଶ ପୂଜାରେ ବାଜିବନି ଡିଜେ, ରାତି 10ଟା ପରେ ମେଲୋଡ଼ି ମନା
କଟକ: ଆଉ ମାତ୍ର କିଛି ଦିନ ରହିଲା ଗଣେଶ ପୂଜା । ଏନେଇ ଉତ୍ସବମୁଖର ଟ୍ବିନ ସିଟି । ତେବେ ଏହା ଭିତରେ ଆସିଲା ଏକ ବଡ଼ ଖବର । ସହରରେ ଉତ୍ସବ ସୁରୁଖୁରୁରେ ପରିଚାଳନା ପାଇଁ ସୁରକ୍ଷା, ଭିଡ଼ ଏବଂ ଶବ୍ଦ ନିୟନ୍ତ୍ରଣ…