fbpx
BJD SKY
BJD SKY

ଏଥର ବି ଭକ୍ତଶୂନ୍ୟ ହେବ ଛତର ଯାତ୍ରା

BJD

ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ତେବେ ଗତ ବର୍ଷ ଭଳି ଏଥର ମଧ୍ୟ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ହେବ ଛତର ଯାତ୍ରା । ଛତର ଯାତ୍ରା ସମୟରେ ଭବାନୀପାଟଣାରେ ୧୪୪ ଧାରା ଜାରି ହେବ । ଏଥିପାଇଁ ୧୨ ତାରିଖ ରାତି ୮ଟାରୁ ୧୩ ତାରିଖ ଦିନ ୧୨ଟା ଯାଏଁ ଜାରି ରହିବ ୧୪୪ ଧାରା, ଏହା ସହ ଛତର ଯାତ୍ରା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ରହିବେ ।

Get real time updates directly on you device, subscribe now.