fbpx

ସହଜ ହେବ ଜଗା ଦର୍ଶନ, କୋହଳ ହେବ କଟକଣା!

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀ ମନ୍ଦିରରେ ଆହୁରି ସହଜ ହୋଇପାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ । ସଂକ୍ରମଣ ହ୍ରାସ ପାଉଥିବାରୁ କୋହଳ ହୋଇପାରେ କଟକଣା । ଆଜି ଛତିଶା ନିଯୋଗ ବୈଠକରେ ନିଆଯାଇପାରେ ନିଷ୍ପତ୍ତି । ଅପରାହ୍ନ ୩ଟାରେ ବସିବାକୁ ଯାଉଛି ଛତିଶା ନିଯୋଗ ବୈଠକ । ୧୬ରୁ ଦର୍ଶନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି । କଟକଣା କୋହଳ ସହିତ କିଓସ୍କ ବ୍ୟବସ୍ଥା ହଟାଯାଇପାରେ । ରାଷ୍ଟ୍ରପତି ଗସ୍ତକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହେବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.