ଢେଙ୍କାନାଳକୁ 254 କୋଟିର ପ୍ରକଳ୍ପ ଭେଟି, 30 ହଜାର ବେକାରୀଙ୍କୁ ନିଯୁକ୍ତି ମିଳିବ କହିଲେ ମୁଖ୍ୟମନ୍ତ୍ରୀ
ଢେଙ୍କାନାଳକୁ 254 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ଏହା ସହ ଢେଙ୍କାନାଳର 23ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।
ଢେଙ୍କାନାଳ: 254 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ଏହା ସହ ଢେଙ୍କାନାଳର 23ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । 30 ହଜାର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ମିଳିବ କହିଲେ ମୋହନ ସରକାର । ଏହାସହ 120 କୋଟିର ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଏପଟେ ଯୋରନ୍ଦା ମହିମା ଗାଦି ବିକାଶ ପାଇଁ 171 କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।