fbpx

ବଡ଼ ଖବର: ୨୧୦ AEEଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଆସିଛି ଖୁସି ଖରବ । ୨୧୦ ଦସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ ବା ଏଇଇଙ୍କୁ ନିଯୁକ୍ତି ମିଳିଛି । ପଞ୍ଚାୟତ ଓ ପାନୀୟ ଜଳ ବିଭାଗରେ ୨୧୦ ଜଣ ନିଯୁକ୍ତି ପାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଅ । ସବୁ କଚ୍ଚା ଘରକୁ ପକ୍କା କରିବାକୁ ସରକାରୀ ପ୍ରତିଶ୍ରୁତିବଦ୍ଧ । ୨୦୧୪ ସୁଦ୍ଧା ସବୁ ଗାଁରେ ଘରକୁ ପାଇପ ପାଣି ଯୋଗାହେବ । ସେଥିପାଇଁ ପଞ୍ଚାୟତ ସ୍ତରରେ ସରକାର ଅଧିକ ମାନବ ସମ୍ବଳ ଯୋଗାଉଛନ୍ତି ।’

Get real time updates directly on you device, subscribe now.