fbpx

୧୬ରେ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ ।୨(ଓଡିଶା ଭାସ୍କର): ଫେବ୍ରୁଆରୀ ୧୬ରେ ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ତେବେ ୨୦୨୩ରେ ରାଉରକେଲାରେ ହେବାକୁ ଥିବା ବିଶ୍ବ ହକି କପ୍ ପାଇଁ ଦେଶର ସବୁଠାରୁ ବଡ ଷ୍ଟାଡିୟମର ଭିତ୍ତିପ୍ରସ୍ତରେ ବିପିୟୁଟି ପରିସରରେ ସ୍ଥାପନ କରାଯିବ । ରାଉରକେଲା ବିପିୟୁଟିରେ ମଞ୍ଚରେ ରହି ମୁଖ୍ୟମନ୍ତ୍ରୀ ଡ଼ିଜିଟାଲ ମାଧ୍ୟମରେ ଉଦଘାଟନ କରିବା ସହ ଜିଲ୍ଲାର ୧୭ ବ୍ଲକରେ ବିଭିନ୍ନ ପ୍ରକଳ୍ପ ସହ ୧୭ ବ୍ଲକରେ ୧୮ ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ନେଇ ଚାଲିଛି ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହେଉଛି ।

Get real time updates directly on you device, subscribe now.