fbpx
BSKY
BJD SHG SKY
BJD MC SKY

Big Breaking: ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି

ନୂଆଦିଲ୍ଲୀ: ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ପାଇଁ ରାଜ୍ୟସଭାରେ ଦାବି କରାଯାଇଛି ।ରାଜ୍ୟସଭା ଅଧିବେଶନର ଦ୍ଵିତୀୟ ଦିନରେ ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ରାଜ୍ୟସଭା ଅଧିବେଶନର ଦ୍ଵିତୀୟ ଦିନରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ଘୋଷଣା ହେଲେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହେଉଥିବା ଲୋକମାନେ ଉପକୃତ ହେବେ । ବଜ୍ରାଘାତରେ ମୃତାହତଙ୍କ ପରିବାରକୁ ଅଧିକ ସହାୟତା ମିଳିପାରିବ ।

Get real time updates directly on you device, subscribe now.