fbpx

୧୫ ଜିଲ୍ଲା ଉପରେ କଡା ନଜର, ବନ୍ୟା ଆଶଙ୍କାରେ ଉଦ୍ଧାରକାରୀ ଟିମକୁ ଆଲର୍ଟ

Advertisement

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ଲଗାଣ ଯୋଗୁଁ ବନ୍ୟାର ପରିସ୍ଥିତି ଉପୁଯୁଛି । ଏନେଇ ବନ୍ୟା ସ୍ଥିତିକୁ ନଜରରେ ରଖି, ସରକାର ୧୫ ଜିଲ୍ଲାରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଇଛନ୍ତି । ୮ଟି ଏନଡିଆରଏଫ, ୧୩ଟି ଓଡିଆରଏଏଫ, ୨୩ଟି ଅତିରିକ୍ତ ଫାୟାର ଟିମ ମୁତାୟନ କରିଛନ୍ତି । ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, କଟକ, ପୁରି ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା ଜିଲ୍ଲାରେ ମୁତାୟନ କରାଯିବ । ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.