fbpx
BJD SKY
BJD SKY

ଦାଦାବଟି ରୋକିବାକୁ କମିଶନରେଟ୍ ପୋଲିସର ତତ୍ପରତା: ଡିସିପି କହିଲେ ହ୍ୱାଟ୍ସଆପ୍ ରେ ଜଣାନ୍ତୁ ଅଭିଯୋଗ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା । ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି ।

ଏହିକ୍ରମରେ ଭୁବନେଶ୍ୱରରେ ଦାଦାବଟି ରୋକିବା ପାଇଁ ତତ୍ପରତା ପ୍ରକାଶ କରିଛି କମିଶନରେଟ୍ ପୋଲିସ । ଦାଦାବଟି ସମ୍ପର୍କରେ ସୂଚନା ଦେବାକୁ ହ୍ୱାଟ୍ସଆପ୍ ନଂ ୭୦୭୭୭୯୮୧୧୧ ଜାରି କରାଯାଇଛି । ଏହି ନମ୍ବରରେ ସୂଚନା ଦେବାକୁ ଡିସିପି ପରାମର୍ଶ ଦେଇଛନ୍ତି । ଏହା ସହ ଡ୍ରଗ୍ସ ବ୍ୟବହାର ଓ ଗଳିକନ୍ଦିରେ ଯେଉଁଠିବି ଅପରାଧ ହେଉଛି ସେନେଇ ଜଣାଇବାକୁ ବି କହିଛନ୍ତି ଡିସିପି ।

Get real time updates directly on you device, subscribe now.