fbpx
BJD SKY
BJD SKY

Breaking: ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଅଭିଯୋଗ

BJD

ଭୁବନେଶ୍ୱର: ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଅଭିଯୋଗ ହେବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଅଭିଯୋଗ ସିନେ ପ୍ରଯୋଜକ ରବିନ୍ଦ୍ରନାଥ ପଣ୍ଡା କରିଛନ୍ତି । ନୟାପଲ୍ଲୀ ଥାନାରେ ରବିନ୍ଦ୍ରନାଥ ପଣ୍ଡା ଏତଲା ଜାରି କରିଛନ୍ତି । ତାଙ୍କୁ ବୁଦ୍ଧାଦିତ୍ୟ ଧମକପୂର୍ଣ୍ଣ ମେସେଜ ଦେଉଥିବା ଅଭିଯୋଗ ହୋଇଛି । ଥାନାରେ ହ୍ୱାଟ୍ସଆପ ଚାଟ୍ ଦେଖାଇ ଅଭିଯୋଗ ହୋଇଛି । ଜୀବନପ୍ରତି ବିପଦ ଥିବା କଥା କହି ଥାନାରେ ଅଭିଯୋଗ ଆଣିଛନ୍ତି ପ୍ରଯୋଜକ ରବିନ୍ଦ୍ର ପଣ୍ଡା ।

Get real time updates directly on you device, subscribe now.