fbpx

ହାଇକୋର୍ଟଙ୍କ ତାଗିଦ୍ ପରେ କଂଗ୍ରେସର ସ୍ପଷ୍ଟୀକରଣ; ଏହା ବନ୍ଦ ନୁହେଁ ହରତାଳ

ଭୁବନେଶ୍ୱର: ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସର ପ୍ରତିକ୍ରିୟା । ବନ୍ଦ ସଂପର୍କରେ ସ୍ପଷ୍ଟୀକରଣ ଦେଲେ କଂଗ୍ରେସ ନେତା ସତ୍ୟ ନାୟକ । ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଡାକରା ଦେଇଥିବା ନେଇ କହିଲେ କଂଗ୍ରେସ ନେତା । ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ । ଜୋର ଜବରଦସ୍ତି ବନ୍ଦ ପାଳନ କରାଯିବନି, ସ୍ପଷ୍ଟ କରିଛୁ । ଏନେଇ ହାଇକୋର୍ଟରେ ବରିଷ୍ଠ ନେତା ଚିରଂଜୀବ ବିଶ୍ୱାଳ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.