fbpx

ଗୃହରେ ସାମ୍ବାଦିକ ବୀମା ଯୋଜନା ନବୀକରଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗୃହରେ ସାମ୍ବାଦିକ ବୀମା ଯୋଜନା ନବୀକରଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସାମ୍ବାଦିକଙ୍କ ବୀମାର ରିନିୱାଲ ଖୁବଶୀଘ୍ର କରାଯାଉ ନେଇ କହିଲେ ତାରା । ସାମ୍ବାଦିକଙ୍କ ବୀମା ୨୦ ଲକ୍ଷକୁ ବୃଦ୍ଧି କରାଯାଉ ଏବଂ ମାଆ, ବାପାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ତାରା । ସାମ୍ବାଦିକଙ୍କୁ ବିଧାନସଭା ଲବିକୁ ଯିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

Get real time updates directly on you device, subscribe now.