-
World 144,259,844
WorldConfirmed: 144,259,844Active: 18,476,315Recovered: 122,717,459Death: 3,066,070 -
USA 32,576,020
USAConfirmed: 32,576,020Active: 6,847,185Recovered: 25,145,860Death: 582,975 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ଗରମ ସିଜିନରେ ଫିଟ୍ ରହିବା ପାଇଁ ନିଜର ଦୈନନ୍ଦିନର ଖାଦ୍ୟକୁ ପରିବର୍ତ୍ତନ କରିବା ଆବଶ୍ୟକ । ଗ୍ରୀଷ୍ମଋତୁରେ ଖାଇବା ପିଇବା ଆମର ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ସାମାନ୍ୟ ବ୍ୟତିକ୍ରମ ହେଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଏହି ସିଜିନରେ ଅଧିକାଂଶ ଲୋକ ଡିହାଇଡ୍ରେସନର ଶିକାର ହେବା ସହ ଭିଟାମିନ୍, ମିନେରାଲ୍ସ ଆଦିର ଅଭାବ ଦେଖାଦେଇଥାଏ । ଆସନ୍ତୁ ଜାଣିବା ଗରମରେ ସୁସ୍ଥ ରହିବା ପାଇଁ କେଉଁ ଖାଦ୍ୟ ସବୁକୁ ସାମିଲ କରିବା ଉଚିତ ।
– ଟମାଟୋରେ ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନରେ ଭରପୁର ରହିଥାଏ । ଏଥିରେ ଲାଇକୋପିନ ନାମକ ଏକ ଉପକାରୀ ଫାଇଟୋକେମିକାଲ୍ସ ଥିବାରୁ ତାହା କ୍ୟାନସର ପରି ଭୟଙ୍କର ରୋଗରୁ ରକ୍ଷା କରିଥାଏ । ଗରମ ସିଜିନରେ ଟମୋଟା ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ ।
– ଗରମ ସମୟରେ କାକୁଡ଼ି ଖାଇବା ନିହାତି ଦରକାର । ପେକ୍ଟିନ ନାମକ ଏକ ଫାଇବର କାକୁଡ଼ିରୁ ମିଳିଥାଏ, ଯାହାକି ହୃଦରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । କାକୁଡ଼ି ଶରୀରରେ କୋଲେଷ୍ଟରଲର ମାତ୍ରାକୁ ମଧ୍ୟ ହ୍ରାସ କରିଥାଏ ।
– ଭରପୁର ପ୍ରୋଟିନ ଥିବା ଦହି ଗରମ ଦିନରେ ଖାଇବା ଶରୀରକୁ ଅନେକ ଫାଇଦା ଦେଇଥାଏ । ଦହି ଖାଇବା ଦ୍ୱାରା ପେଟ ପୂର୍ଣ୍ଣ ରହିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ଦହିରେ ପ୍ରୋବାୟୋଟିକ୍ସ ରହିଥିବାରୁ ତାହା ପାଚନ ତନ୍ତ୍ରକୁ ଠିକ ରଖିବାରେ ସହାୟକ ହୋଇଥାଏ ।
– ଗରମ ଦିନରେ ଶରୀରକୁ ଥଣ୍ଡା ରଖିବା ସହ ଡିହାଇଡ୍ରେସନ ଦୂର କରିବା ପାଇଁ ତରଭୁଜ ଖାଇବା ନିହାତି ଦରକାର । ତରଭୁଜରେ ଅଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ଏହାକୁ ଖାଇବା ପରେ ଜଲଦି ଭୋକ ଲାଗେ ନାହିଁ । ଗରମ ସିଜିନରେ ସ୍କିନକୁ ବାହ୍ୟ ସଂକ୍ରମଣରୁ ତରଭୁଜ ରକ୍ଷା କରିଥାଏ ।
Comments are closed.