fbpx

ଯାଜପୁରର ୧୩ଟି ସ୍ଥାନରୁ  ହଟିଲା  କଣ୍ଟେନମେଣ୍ଟ ଜୋନ

ଯାଜପୁର, ୨୨/୫(ଓଡିଶା ଭାସ୍କର): ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ରୁ କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା  କରାଯାଇଥିଲା। କିନ୍ତୁ ଆଜି ଯାଜପୁରର ୧୩ଟି ସ୍ଥାନରୁ   କଣ୍ଟେନମେଣ୍ଟ ଜୋନ ହଟା ଯାଇଛି। ଯାଜପୁର ଜିଲ୍ଲା ସ୍ଥିତ ଦଶରଥପୁରର ୪, ବରୀର ୩ଟି ସ୍ଥାନରୁ ହଟିଛି କଣ୍ଟେନମେଣ୍ଟ ଜୋନ । ସେହିପରି ସଦର ବ୍ଲକର ୩, ରସୁଲପୁରର ୨ ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ । ବିଞ୍ଛାରପୁର ବ୍ଲକର ଗୋଟିଏ ସ୍ଥାନରୁ ହଟିଛି କଣ୍ଟେନମେଣ୍ଟ ଜୋନ।

Get real time updates directly on you device, subscribe now.