fbpx

ଲୋକସେବା ଭବନରେ ପୁଣି କରୋନା ଆକ୍ରାନ୍ତ, ଜାଣନ୍ତୁ କେତେ?

ଭୁବନେଶ୍ୱର,୬ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡି ମାଡି ଚାଲିଛି କରୋନା ମହାମାରୀ । ଆଜି ୧୬୯୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ପ୍ରାଣ ନେଇଛି କରୋନା । ଏହାରି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ସମସ୍ତଙ୍କ ସ୍ୱାବ୍ ଟେଷ୍ଟ ହୋଇଥିଲା ।

Get real time updates directly on you device, subscribe now.