fbpx
BJD SKY
BJD SKY

କପ୍ତିପଦାରେ କରୋନା ବିସ୍ଫୋରଣ: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୪୦ ଛାତ୍ରୀ ପଜିଟିଭ୍

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କପ୍ତିପଦାରେ ଘଟିଛି କରୋନା ବିସ୍ଫୋରଣ । ସମଗ୍ର ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ ଏହାର କାୟା ବିସ୍ତାର କରିଥିବା ବେଳେ କପ୍ତିପଦାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ୪୦ ଜଣ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଣ୍ଟିଜେନ ଟେଷ୍ଟରେ ୪୦ ଜଣ ଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।
ଉଦଳା ମେଡିକାଲର ଏକ ଟିମ୍ ତୁରନ୍ତ ଶିକ୍ଷାନୁଶଷ୍ଠାନରେ ପହଞ୍ଚିଛି । ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କର ନମୂନା ସଂଗ୍ରହ କରିବା ସହିତ ଏହାକୁ ଆରଟିପିସଆର ଟେଷ୍ଟ ପାଇଁ ପଠାଯାଇଛି ।

Get real time updates directly on you device, subscribe now.