fbpx

ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି ।

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୦୬କୁ ବୃଦ୍ଧି, ୫ ହଜାର ୬୨ ସୁସ୍ଥ । ୧୮ ହଜାର ୬୬୮ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ । ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୮୧୭ ଆକ୍ରାନ୍ତ, ୩୦୧ ମୃତ ଗୁଜରାଟରେ ୧୨୭, ମଧ୍ୟ ପ୍ରଦେଶରେ ୯୨, ଦିଲ୍ଲୀରେ ୫୩ ମୃତ । ରାଜସ୍ଥାନରେ ୨୭ ଓ ତେଲଙ୍ଗାନାରେ ୨୬ ଜଣ ମୃତ ।ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ୧ ହୋଇଥିବା ବେଳେ ୯୪ ଜଣ ଆକ୍ରାନ୍ତ ।

Get real time updates directly on you device, subscribe now.