fbpx

କରୋନା ମୁକାବିଲା ପାଇଁ କେଉଁ ବ୍ୟବସାୟୀ ଦେଲେ କେତେ ସହାୟତା

କରୋନା ମୁକାବିଲା ପାଇଁ ଦେଶର ଜଣାଶୁଣା ଧନୀ ବ୍ୟକ୍ତି ଓ ସଂସ୍ଥା ଏବେ ସହାୟତାର ହାତ ବଢ଼ାଇଛନ୍ତି ।ଆସନ୍ତୁ ଦେଖିବା କିଏ ଦେଲେ କେତେ ଟଙ୍କା ।
କମ୍ପାନୀ ସହାୟତା ରାଶି ପରିମାଣ
ଟାଟା ଗ୍ରୁପ୍ ୧୦୦୦କୋଟି ଟଙ୍କା
ଟାଟା ସନସ୍ ୫୦୦କୋଟି ଟଙ୍କା
ବେଦାନ୍ତ ରିସୋର୍ସେସ୍ ୧୦୦କୋଟି ଟଙ୍କା
ହିରୋ ସାଇକେଲ୍ ୧୦୦କୋଟି ଟଙ୍କା
ବଜାଜ୍ ଗ୍ରୁପ୍ ୧୦୦କୋଟି ଟଙ୍କା
ସନ୍ ଫାର୍ମା ୨୫କୋଟିଟଙ୍କା
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୫କୋଟିଟଙ୍କା ଓ ୧୦୦ ବେଡ୍ ସେଣ୍ଟର
ପେଟିଏମ୍ ୫କୋଟି ଟଙ୍କା
ପାର୍ଲେ ୩କୋଟି ବିସ୍କୁଟ୍ ପ୍ୟାକେଟ୍
ମହିନ୍ଦ୍ରା ଗ୍ରୁଫ୍ ଭେଣ୍ଟିଲେଟର ଯୋଗାଇବ
ଟି ସିରିଜ୍ ୧୧କୋଟି ଟଙ୍କା

Get real time updates directly on you device, subscribe now.