ନୂଆଦିଲ୍ଲୀ,୨୫/୭: ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସେନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ଭାରତ ଆସୁଛନ୍ତି ଇସ୍ରାଏଲ ବୈଜ୍ଞାନିକ ଦଳ। ସେମାନେ ମିଳିତ ଭାବେ ରାପିଡ୍ ଟେଷ୍ଟ କିଟ୍ ପ୍ରସ୍ତୁତ କରିବେ। ଯାହାର ଫଳାଫଳ ୩୦ ସେକେଣ୍ଡରେ ମିଳିବ ବୋଲି ସୂଚନା ମିିିଳିଛି।