fbpx

ଡାକ୍ତରଙ୍କ କୋରୋନା ରିପୋର୍ଟ ନେଗେଟିଭ

ଭୁବନେଶ୍ୱର , 7/3 :ଅବସରପ୍ରାପ୍ତ ଡାକ୍ତର ସୁଲେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ବିଭିନ୍ନ ପଦ୍ଧତିରେ ଆରଏମଆରସି ରେ ହୋଇଥିବା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି । ପୂର୍ବରୁ ରାଉରକେଲା ଆଇଜିଏଚ ରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ନମୁନା ସଂକ୍ରମିତ ହେବା କାରଣରୁ ରିପୋର୍ଟ ପଜିଟିଭ୍‌ ଆସିଥିବା ସନ୍ଦେହ କରାଯାଉଛି ।
କୋଭିସିଲ୍ଡ ଟିକାର ୨ଟି ଡୋଜ ନେବା ପରେ କରୋନା ଟେଷ୍ଟ କରାଇଥିଲେ ଡାକ୍ତର ସୁଲେମାନ । ଟିକା ନେବା ପରେ ବି ପଜିଟିଭ ଚିହ୍ନଟ ହେବା ନେଇ ଚିନ୍ତାବଢ଼ିଥିଲା ।

Get real time updates directly on you device, subscribe now.