fbpx

ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୭. ୯୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ,୨୯।୩: ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୯୫ ହଜାର ୬୩୫କୁ ବୃଦ୍ଧିପାଇଛି। ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୭୭ ଲକ୍ଷ ୫୩ ହଜାର ୦୦୨କୁ ବୃଦ୍ଧି ପାଇଛି। ୧୦ କୋଟି ୨୯ ଲକ୍ଷ ୩୫ ହଜାର ୯୬୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ କୋଟି ୨୦ ଲକ୍ଷ ୨୧ ହଜାର ୪୦୫ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଚିକିତ୍ସାଧୀନଙ୍କ ମଧ୍ୟରୁ ୯୩ ହଜାର ୬୬୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୬୨ ହଜାର ୫୨୬କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.