fbpx

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩.୭୭ ଲକ୍ଷ

ନୂଆଦିଲ୍ଲୀ,୧୨ ।୨: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୭୭ ହଜାର ୨୦୧କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୮୨ ଲକ୍ଷ ୭୯ ହଜାର ୩୩୩କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ କୋରୋନାରୁ ୮ କୋଟି ୩ ଲକ୍ଷ ୧୨ ହଜାର ୦୨୭ ଜଣ ସୁସ୍ଥ ହୋଇସାରିଛନ୍ତି ।

ତେବେ ଜାଣନ୍ତୁ କେଉଁ ଦେଶରେ କେତେ ସଂକ୍ରମିତ
ଭାରତ: ୧କୋଟି ୮ଲକ୍ଷ ୭୧ହଜାର ୨୯୪ସଂକ୍ରମିତ, ୧ଲକ୍ଷ ୫୫ହଜାର ୩୬୦ମୃତ

ବ୍ରାଜିଲ: ୯୭ ଲକ୍ଷ ୧୬ ହଜାର ୨୯୮ ସଂକ୍ରମିତ, ୨ ଲକ୍ଷ ୩୬ ହଜାର ୩୯୭ ମୃତ

ଋଷିଆ: ୪୦ ଲକ୍ଷ ୨୭ ହଜାର ୭୪୮ ସଂକ୍ରମିତ, ୭୮ ହଜାର ୬୬୮ ମୃତ

ୟୁକେ: ୩୯ ଲକ୍ଷ ୯୮ ହଜାର ୬୫୫ ସଂକ୍ରମିତ, ୧ ଲକ୍ଷ ୧୫ହଜାର ୫୨୯ ମୃତ

ଫ୍ରାନ୍ସ: ୩୪ ଲକ୍ଷ ୬ ହଜାର ୬୮୫ ସଂକ୍ରମିତ, ୮୦ ହଜାର ୮୦୩ ମୃତ

ସ୍ପେନ: ୩୦ ଲକ୍ଷ ୪୧ ହଜାର ୪୫୪ ସଂକ୍ରମିତ, ୬୪ ହଜାର ୨୧୭ ମୃତ

ଇଟାଲି: ୨୬ ଲକ୍ଷ ୮୩ ହଜାର ୪୦୭ ସଂକ୍ରମିତ, ୯୨ ହଜାର ୭୨୯ମୃତ

ତୁର୍କୀ: ୨୫ ଲକ୍ଷ ୬୪ ହଜାର ୪୨୭ ସଂକ୍ରମିତ, ୨୭ ହଜାର ୧୮୭ ମୃତ

ଜର୍ମାନୀ: ୨୩ ଲକ୍ଷ ୨୧ ହଜାର ୨୧୫ ସଂକ୍ରମିତ, ୬୪ ହଜାର ୫୧୩ ମୃତ

Get real time updates directly on you device, subscribe now.