fbpx

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୪୧୮କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୫ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଆଜି  ୩୦ ଜିଲ୍ଲାରୁ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୭ଜଣ ଚିହ୍ନଟ ହୋଇଛନ୍ତି ।ଆଜି ରାଜ୍ୟରେ କରୋନା ନେଲା ୫ଜଣଙ୍କ ଜୀବନ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏଥିସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୭୩୯ରେ ପହଞ୍ଚିଲା ।

Get real time updates directly on you device, subscribe now.