fbpx

କରୋନା କବଳରେ ଭାରତ: ଦେଶରେ ଦିନକରେ ମୃତ୍ୟୁ ସଂଖ୍ୟା ୩୩୮

ନୂଆଦିଲ୍ଲୀ: ଦେଶରେ ଦିନକରେ ୩୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ରେ ପହଞ୍ଚିଛି । ଏହା ସହିତ ଆକ୍ଟିଭ୍ କେସ୍ ୩ ଲକ୍ଷ ୮୪ ହଜାର ୯୨୧ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩, ୨୪, ୦୯, ୩୪୫ ଜଣ ଆକ୍ରାନ୍ତ ।

Get real time updates directly on you device, subscribe now.