fbpx

କୁଆଡେ ଯିବେ ତପସ୍ୱିନୀ: ଶାଶୁଘର ନା ସଖୀ ସେଣ୍ଟର; କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସଙ୍କ ଆନ୍ଦୋଳନକୁ ୭ଦିନ ପୁରି ଯାଇଛି । ଶ୍ୱଶୁର ଘର ସମ୍ମୁଖରେ ଆନ୍ଦୋଳନ କରୁଥିବା ତପସ୍ୱିନୀଙ୍କ ମାମଲା ବର୍ତ୍ତମାନ ସମଗ୍ର ରାଜ୍ୟର ମାମଲା ପାଲଟି ସାରିଛି । ଏପରି ପରସ୍ଥିତିରେ କୋର୍ଟ କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଏହି ମାମଲାର ଶୁଣାଣି ରହିଛି । ଶନିବାର ମାମଲାର ପ୍ରଥମ ଶୁଣାଣି ରହିଥିବା ବେଳେ ଆସନ୍ତା କାଲି ଦ୍ୱିତୀୟ ଶୁଣାଣି ରହିଛି । ଏହାକୁ ନେଇ କଣ ରହିଛି ପ୍ରତିକ୍ରିୟା ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.