fbpx

କଟକ ନଗର ଯୁବ ବିଜେଡି ସଭାପତି ନିଲମ୍ବିତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଜୁ ଯୁବ ଜନତା ଦଳର କଟକ ନଗର ସଭାପତି ମନଜିତ ଦାସ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମନଜିତ ଦାସ ନିଲମ୍ବିତ ହୋଇଥିବା ଦଳୀୟ ସୂତ୍ରରୁ ପ୍ରକାଶ । ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ତାଙ୍କୁ ନିଲମ୍ବନ କରିଛନ୍ତି । ତେବେ ଏହା ପୂର୍ବରୁ ମନଜିତ ଦଳରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.