fbpx

କଟକ: ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ‘ମୋ ବସ୍’

Advertisement

କଟକ: (ଓଡ଼ିଶା ଭାସ୍କର) ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ‘ମୋ ବସ୍’ । ସିଡିଏ ସେକ୍ଟର-୯ ଅଞ୍ଚଳରେ ଅଘଟଣ । ‘ମୋ ବସ୍’ରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ ଲାଗି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି । ସମସ୍ତ ଯାତ୍ରୀ ସୁରକ୍ଷିତ ଉଧାର ହୋଇଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

Get real time updates directly on you device, subscribe now.