ଡେଲିଭରି ବଏର କାରନାମା: ୬୬ ମହିଳାଙ୍କୁ ବ୍ଲାକମେଲ ଓ ରେପ୍
ଏକ ନାମୀ କମ୍ପାନୀରେ କେକ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିବା ଯୁବକ ଜଣକ ଗ୍ରାହକଙ୍କୁ ଭିଡିଓ କଲ ମାଧ୍ୟମରେ କମ୍ପାନୀର ସେବା ବିଷୟରେ ବୁଝାଉଥିଲା ।
-
World 141,317,779
WorldConfirmed: 141,317,779Active: 18,250,179Recovered: 120,043,687Death: 3,023,913 -
USA 32,372,119
USAConfirmed: 32,372,119Active: 6,886,031Recovered: 24,905,332Death: 580,756 -
India 14,788,109
IndiaConfirmed: 14,788,109Active: 1,801,298Recovered: 12,809,643Death: 177,168 -
Brazil 13,900,134
BrazilConfirmed: 13,900,134Active: 1,183,384Recovered: 12,344,861Death: 371,889 -
Russia 4,693,469
RussiaConfirmed: 4,693,469Active: 268,887Recovered: 4,319,389Death: 105,193 -
UK 4,385,938
UKConfirmed: 4,385,938Active: 112,868Recovered: 4,145,810Death: 127,260 -
Turkey 4,212,645
TurkeyConfirmed: 4,212,645Active: 533,303Recovered: 3,643,734Death: 35,608 -
Italy 3,857,443
ItalyConfirmed: 3,857,443Active: 505,308Recovered: 3,235,459Death: 116,676 -
Germany 3,137,907
GermanyConfirmed: 3,137,907Active: 292,281Recovered: 2,765,100Death: 80,526 -
Pakistan 750,158
PakistanConfirmed: 750,158Active: 79,108Recovered: 654,956Death: 16,094 -
China 90,499
ChinaConfirmed: 90,499Active: 314Recovered: 85,549Death: 4,636
ହୁଗୁଳି, ୨୩ା୨: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଏକ ଡେଲିଭରି ବଏର କଳାକାରନାମା ପଦାକୁ ଆସିଛି ।
ଏକ ନାମୀ କମ୍ପାନୀରେ କେକ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିବା ଯୁବକ ଜଣକ ଗ୍ରାହକଙ୍କୁ ଭିଡିଓ କଲ ମାଧ୍ୟମରେ କମ୍ପାନୀର ସେବା ବିଷୟରେ ବୁଝାଉଥିଲା ।
ଭିଡିଓ କଲ କରିବା ସମୟରେ ଅଭିଯୁକ୍ତ କିଛି ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ବନାଇବା ପରେ ବ୍ଲାକମେଲ କରୁଥିଲା ।
ବ୍ଲାକମେଲ ପରେ ମହିଳାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ କରୁଥିଲା ।
ଅଭିଯୁକ୍ତ ୬୬ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏହି ମାମଲାରେ ୩୭୬, ୫୦୬, ୫୦୯, ୩୮୪, ୩୪, ୩୫୪ବି ଧାରାରେ ମାମଲା ଦାୟର କରାଯାଇଛି ।
ଏହି ମାମଲାରେ ପୋଲିସ ଅଭିଯୁକ୍ତ ସହ ଅନ୍ୟ ସହଯୋଗୀଙ୍କୁ ଗିରଫ କରି ଜେଲକୁ ପଠାଇଥିବା ଜଣାପଡ଼ିଛି ।
Comments are closed.