ଡେଲିଭରି ବଏର କାରନାମା: ୬୬ ମହିଳାଙ୍କୁ ବ୍ଲାକମେଲ ଓ ରେପ୍

ଏକ ନାମୀ କମ୍ପାନୀରେ କେକ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିବା ଯୁବକ ଜଣକ ଗ୍ରାହକଙ୍କୁ ଭିଡିଓ କଲ ମାଧ୍ୟମରେ କମ୍ପାନୀର ସେବା ବିଷୟରେ ବୁଝାଉଥିଲା ।

COVID-19 Updates
  • World 141,317,779
    World
    Confirmed: 141,317,779
    Active: 18,250,179
    Recovered: 120,043,687
    Death: 3,023,913
  • USA 32,372,119
    USA
    Confirmed: 32,372,119
    Active: 6,886,031
    Recovered: 24,905,332
    Death: 580,756
  • India 14,788,109
    India
    Confirmed: 14,788,109
    Active: 1,801,298
    Recovered: 12,809,643
    Death: 177,168
  • Brazil 13,900,134
    Brazil
    Confirmed: 13,900,134
    Active: 1,183,384
    Recovered: 12,344,861
    Death: 371,889
  • Russia 4,693,469
    Russia
    Confirmed: 4,693,469
    Active: 268,887
    Recovered: 4,319,389
    Death: 105,193
  • UK 4,385,938
    UK
    Confirmed: 4,385,938
    Active: 112,868
    Recovered: 4,145,810
    Death: 127,260
  • Turkey 4,212,645
    Turkey
    Confirmed: 4,212,645
    Active: 533,303
    Recovered: 3,643,734
    Death: 35,608
  • Italy 3,857,443
    Italy
    Confirmed: 3,857,443
    Active: 505,308
    Recovered: 3,235,459
    Death: 116,676
  • Germany 3,137,907
    Germany
    Confirmed: 3,137,907
    Active: 292,281
    Recovered: 2,765,100
    Death: 80,526
  • Pakistan 750,158
    Pakistan
    Confirmed: 750,158
    Active: 79,108
    Recovered: 654,956
    Death: 16,094
  • China 90,499
    China
    Confirmed: 90,499
    Active: 314
    Recovered: 85,549
    Death: 4,636

ହୁଗୁଳି, ୨୩ା୨: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଏକ ଡେଲିଭରି ବଏର କଳାକାରନାମା ପଦାକୁ ଆସିଛି ।

ଏକ ନାମୀ କମ୍ପାନୀରେ କେକ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିବା ଯୁବକ ଜଣକ ଗ୍ରାହକଙ୍କୁ ଭିଡିଓ କଲ ମାଧ୍ୟମରେ କମ୍ପାନୀର ସେବା ବିଷୟରେ ବୁଝାଉଥିଲା ।

ଭିଡିଓ କଲ କରିବା ସମୟରେ ଅଭିଯୁକ୍ତ କିଛି ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ବନାଇବା ପରେ ବ୍ଲାକମେଲ କରୁଥିଲା ।

ବ୍ଲାକମେଲ ପରେ ମହିଳାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ କରୁଥିଲା ।

ଅଭିଯୁକ୍ତ ୬୬ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏହି ମାମଲାରେ ୩୭୬, ୫୦୬, ୫୦୯, ୩୮୪, ୩୪, ୩୫୪ବି ଧାରାରେ ମାମଲା ଦାୟର କରାଯାଇଛି ।

ଏହି ମାମଲାରେ ପୋଲିସ ଅଭିଯୁକ୍ତ ସହ ଅନ୍ୟ ସହଯୋଗୀଙ୍କୁ ଗିରଫ କରି ଜେଲକୁ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed.