fbpx

ବିଜେପିର ସମ୍ପର୍କ ଅଭିଯାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବାରଣାସୀ ଦାୟିତ୍ୱ

ବାରଣାସୀ, ୩ା୧: ବିଜେପିର ସମ୍ପର୍କ ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଦାୟିତ୍ୱ ଧର୍ମେନ୍ଦ୍ରଙ୍କୁ ଦିଆଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଜାନୁଆରି ୫ରୁ ଆରମ୍ଭ ହେଉଛି ବିଜେପିର ସମ୍ପର୍କ ଅଭିଯାନ ।

Get real time updates directly on you device, subscribe now.