ଭୁବନେଶ୍ୱର: ଡାଇରିଆ ନେଇ କ୍ୟାପିଟାଲ ହସ୍ପିଟାଲ ନିିର୍ଦ୍ଦେଶକ ଦେଲେ ପ୍ରତିକ୍ରିୟା । କ୍ୟାପିଟାଲ ହସ୍ପିଟାଲରେ କିଛି ଡାଇରିଆ ରୋଗୀ ଚିକିତ୍ସିତ ହେଉଥିବା ଦେଲେ ସୂଚନା ।
ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର କିଛି ଆକ୍ରାନ୍ତ ଚିକିତ୍ସିତ । ବାହାରୁ କୌଣସି ରୋଗୀ ଆସି ଚିକିତ୍ସିତ ହେଉ ନାହାନ୍ତି ।
ଡାଇରିଆ ୱାର୍ଡକୁ ପ୍ରସ୍ତୁତ କରାଯିବା ସହ ବ୍ୟବସ୍ଥିତ କରାଯାଇଥିବା ସେ କହିଛନ୍ତି । ଭୁବନେଶ୍ୱରରେ ଅଣାୟତ୍ତସ୍ଥିତି ନ ଥିବା ସେ ଜଣାଇଛନ୍ତି ।