ଭୁବନେଶ୍ୱର: ଜିଲ୍ଲା ଖଣିଜ ପାଣ୍ଠିର ହେବ ମୂଲ୍ୟାୟନ। ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର ଜିଲ୍ଲାରେ ମୂଲ୍ୟାୟନ ହେବ। ତୃତୀୟ ପକ୍ଷ ଦ୍ୱାରା କରାଯିବ ଏହି ଯାଞ୍ଚ।
ଏହି ମୂଲ୍ୟାୟନ ‘ଗ୍ରାଣ୍ଟ ଥୋରାଣ୍ଟନ’ ସଂସ୍ଥା କରିବ। ସେପ୍ଟେମ୍ବର ସୁଦ୍ଧା ସରକାରଙ୍କୁ ଦିଆଯିବ ରିପୋର୍ଟ। ଏନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।