ବଲାଙ୍ଗୀର: ମାଲିକାଣି ପ୍ରେମରେ ଉବୁଟୁବୁ ଥିଲେ ଡ୍ରାଇଭର। ଡ୍ରାଇଭର ଚାକିରୀ କରିଥିଲେ ସତ କିନ୍ତୁ ଚକର ଚାଲିଥିଲା ମାଲିକାଣୀଙ୍କ ସହ।
ମାଲିକାଣୀ ପ୍ରେମରେ ଉବୁଟୁବୁ ଥିବା ଡ୍ରାଇଭରଙ୍କର ଚାଲିଗଲା ଜୀବନ। ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଡେଥ ପୂର୍ବରୁ ମାଲିକାଣୀ ପ୍ରେମିକାକୁ କରିଥିଲା ଶେଷ କଲ। ଏହି ଉଛୁଳା ପ୍ରେମ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି।
ପ୍ରେମିକ ଡ୍ରାଇଭରଙ୍କ ମୃତଦେହ ମିଳିଲା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଲାଗିରହିଛି ସସପେନସ।