fbpx

କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ, ଏଆଇସିସି ସଭାପତି ଖଡ଼ଗେଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ । ତେବେ ଦଳ ଦୁଲାଲଙ୍କ ଠାରୁ ଟିକେଟ ଫେରାଇ ନେବା ପରେ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି । ଏଆଇସିସି ସଭାପତି ଖଡ଼ଗେଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଦୁଲାଲଙ୍କୁ ସମ୍ବଲପୁର ଲୋକସଭାରୁ ପ୍ରର୍ଥୀ କରିଥିଲା କଂଗ୍ରେସ ।

Get real time updates directly on you device, subscribe now.