fbpx

ଦିଲ୍ଲୀ ଏନସିଆରରେ ୪.୭ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ,୩ ।୭: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ବହୁବାର ଭୂକମ୍ପର ଝଟକା ଲାଗିଛି । ସେହିପରି ଆଜି ମଧ୍ୟ ଆଜି ମଧ୍ୟ ପୂଣି ଥରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୭ ମାପ କରାଯାଇଛି । ସନ୍ଧ୍ୟା ୭ଟାରେ ହୋଇଥିବା ଏହି ଭୂକମ୍ପର କୌଣସି କ୍ଷୟକ୍ଷତିର ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

Get real time updates directly on you device, subscribe now.