fbpx

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗାଡ଼ିକୁ ଅଣ୍ଡାମାଡ଼

ବାଲେଶ୍ୱର: ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ଓ କଳା ପ୍ରଦର୍ଶନ । ସୋର ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ମନ୍ତ୍ରୀଙ୍କୁ ଶେରଗଡ଼ ଠାରେ ସୋର ଛାତ୍ର ଏବଂ ଯୁବ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଥିଲେ । ମମିତା ମେହେର ମାମଲାରେ ଅଣ୍ଡାମାଡ଼ କରିଥିବା ନେଇ ସୂଚନା ।

Get real time updates directly on you device, subscribe now.