fbpx

ଖାଇବା ପାଇଁ ଗଛକୁ ଚଢ଼ିଲା ହାତୀ

ସୋସିଆଲ ମିଡିଆରେ ଜଂଗଲ ରେ ଗୋଟେ ଭିଡିଓ ବହୁତ ଶୀଘ୍ର ଭାଇରଲ ହେବାକୁ ଲାଗିଛି । ଗୋଟିଏ ଭୋକିଲା ହାତୀ ଗଛକୁ କିପରି ଚଢ଼ିବା ପାଇଁ ଚେଷ୍ଟା କରୁଛି ତାହା ଦେଖିବାକୁ ମିଳିଛି । ଆପଣମାନେ ଦେଖିଥିବେ ଜଙ୍ଗଲରେ ମାଙ୍କଡ଼, ସିଂହ ଏବଂ ବାଘ ଗଛକୁ ଚଢ଼ୁଥିବାର କିନ୍ତୁ ଏକ ହାତୀ ଗଛରେ ଚଢ଼ୁଥବବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ହାତୀ ଯେତେବେଳେ ଭୋକିଲା ଥାଏ ତ ସେ ଖାଇବା ନପାଇଲେ କିଛି ନା କିଛି କରିପକାଏ କିନ୍ତୁ ଆଜି ଏହି ହାତୀଟି ଖାଇବା ପାଇଁ ଗଛକୁ ଚଢ଼ିବାକୁ ଚେଷ୍ଟା କରୁଛି । ଏହି ଭିଡିଓ ଭାରତୀୟ ଜଙ୍ଗଲ ଦାୟିତ୍ୱରେ ଥିବା କର୍ମଚାରୀ ଶୁଶାନ୍ତ ନନ୍ଦ ସେୟାର କରିଛନ୍ତି ଏବଂ ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ମଧ୍ୟ ହେଉଛି ।

Get real time updates directly on you device, subscribe now.