fbpx

ଖୁସି ଖବର: କୋଭାକ୍ସିନକୁ ମିଳିଲା ଅନୁମତି

Advertisement

ନୂଆଦିଲ୍ଲୀ,୨ ।୧: ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ଆଜି ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଅନୁମତି ଦିଆଯାଇଛି । କୋଭାକ୍ସିନକୁ ଅନୁମତି ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ଭାରତ ବାୟୋଟେକର ହେଉଛି କରୋନା ଟିକା କୋଭାକ୍ସିନ । ଅନୁମତି ପାଇବାରେ କୋଭାକ୍ସିନ ହେଉଛି ୨ୟ ଟିକା । ଗତକାଲି ଅକ୍ସଫୋର୍ଡ ଟିକା କୋଭାସିଲଡକୁ ଅନୁମତି ମିଳିଥିଲା ।

Get real time updates directly on you device, subscribe now.