fbpx

News across the Earth, news close to your heart, Read Odisha Bhaskar English

ଓଡ଼ିଶା ସରକାରଙ୍କ ମେଡିକାଲ କଲେଜରେ ଡାଟା ଏଣ୍ଟ୍ରି ଅପରେଟର, ମଲ୍ଟି ଟାସ୍କିଂ ଷ୍ଟାଫ୍, ଲାବୋରେଟୋରୀ ଟେକ୍ନିସିଆନ୍ ଆଦି ପଦବୀ ଖାଲି

ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କୋରାପୁଟ ଜିଲ୍ଲାର ଜାନିଗୁଡ଼ା ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅନେକ ଚାକିରି ବାହାରିଛି । ସାଇଣ୍ଟିଷ୍ଟ ବି, ରିସର୍ଚ୍ଚ ଆସିଷ୍ଟାଣ୍ଟ, ଲାବୋରେଟୋରୀ ଟେକ୍ନିସିଆନ, ଡାଟା ଏଣ୍ଟ୍ରି ଅପରେଟର, ମଲ୍ଟି ଟାସ୍କିଂ ଷ୍ଟାଫ ଆଦି ପଦବୀ ଖାଲି ପଡ଼ିଛି । ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପ୍ରଥମେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଡିଟେଲ୍ସ ପଢ଼ିବା ପରେ ଆବେଦନ କରିବାକୁ ଅନୁରୋଧ କରାଯାଉଛି ।

ମୋଟ ପଦବୀ ସଂଖ୍ୟା:

ଆବେଦନର ଅନ୍ତିମ ତାରିଖ: ୦୯.୧୨.୨୦୨୧

ଆବେଦନ ଫିସ୍: ଆବେଦନକାରୀଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ ।

ଆପିଲିକେସନ ଫର୍ମ ସହ ଡକ୍ୟୁମେଣ୍ଟ ପଠାଇବାର ଇ-ମେଲ: [email protected]

ଅଫିସିଆଲ ନୋଟିଫିକେସନ ଓ ଆପିଲିକେସନ ଫର୍ମ ଲିଙ୍କ: https://nijuktikhabar.in/wp-content/uploads/2021/11/Notification-SLN-Medical-College-and-Hospital-Recruitment-2021.pdf

ଅଫିସିଆଲ ୱେବସାଇଟ୍: https://koraput.nic.in/

Get real time updates directly on you device, subscribe now.