ଓଡ଼ିଶା ସରକାରଙ୍କ ମେଡିକାଲ କଲେଜରେ ଡାଟା ଏଣ୍ଟ୍ରି ଅପରେଟର, ମଲ୍ଟି ଟାସ୍କିଂ ଷ୍ଟାଫ୍, ଲାବୋରେଟୋରୀ ଟେକ୍ନିସିଆନ୍ ଆଦି ପଦବୀ ଖାଲି

ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କୋରାପୁଟ ଜିଲ୍ଲାର ଜାନିଗୁଡ଼ା ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅନେକ ଚାକିରି ବାହାରିଛି । ସାଇଣ୍ଟିଷ୍ଟ ବି, ରିସର୍ଚ୍ଚ ଆସିଷ୍ଟାଣ୍ଟ, ଲାବୋରେଟୋରୀ ଟେକ୍ନିସିଆନ, ଡାଟା ଏଣ୍ଟ୍ରି ଅପରେଟର, ମଲ୍ଟି ଟାସ୍କିଂ ଷ୍ଟାଫ ଆଦି ପଦବୀ ଖାଲି ପଡ଼ିଛି । ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପ୍ରଥମେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଡିଟେଲ୍ସ ପଢ଼ିବା ପରେ ଆବେଦନ କରିବାକୁ ଅନୁରୋଧ କରାଯାଉଛି ।

ମୋଟ ପଦବୀ ସଂଖ୍ୟା:

ଆବେଦନର ଅନ୍ତିମ ତାରିଖ: ୦୯.୧୨.୨୦୨୧

ଆବେଦନ ଫିସ୍: ଆବେଦନକାରୀଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ ।

ଆପିଲିକେସନ ଫର୍ମ ସହ ଡକ୍ୟୁମେଣ୍ଟ ପଠାଇବାର ଇ-ମେଲ: [email protected]

ଅଫିସିଆଲ ନୋଟିଫିକେସନ ଓ ଆପିଲିକେସନ ଫର୍ମ ଲିଙ୍କ: https://nijuktikhabar.in/wp-content/uploads/2021/11/Notification-SLN-Medical-College-and-Hospital-Recruitment-2021.pdf

ଅଫିସିଆଲ ୱେବସାଇଟ୍: https://koraput.nic.in/

Get real time updates directly on you device, subscribe now.

Comments
Loading...