• Likes
  • Followers
  • Subscribers
  • Followers
  • Android App
  • Tuesday, July 15, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • EPFO ଦେଲା ଦିପାବଳୀ ଉପହାର: ଲକ୍ଷ ଲକ୍ଷ ଖାତାଧାରୀଙ୍କ ଆକାଉଣ୍ଟକୁ ପଠାଗଲା PF ସୁଧ

EPFO ଦେଲା ଦିପାବଳୀ ଉପହାର: ଲକ୍ଷ ଲକ୍ଷ ଖାତାଧାରୀଙ୍କ ଆକାଉଣ୍ଟକୁ ପଠାଗଲା PF ସୁଧ

By Manas Pradhan Last updated Nov 10, 2023 at 4:20 PM
PF Interest
Share

ନୂଆଦିଲ୍ଲୀ: ଆଲୋକର ପର୍ବ ଦିପାବଳୀ ଅବସରରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଛି ପୁଣି ଏକ ଗିଫ୍ଟ । ଗତମାସରେ ନବରାତ୍ରି ଅବସରରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଲକ୍ଷ ଲକ୍ଷ ଖାତାଧାରୀଙ୍କ ଆକାଉଣ୍ଟକୁ ପ୍ରୋଭେିଡେଣ୍ଟ ଫଣ୍ଡ (ପିଏଫ) ସୁଧ ପଠାଯାଇଛି ।

କର୍ମଚାରୀଙ୍କ ଆକାଉଣ୍ଟକୁ ପିଏଫ୍ ଅର୍ଥ ପଠାଯାଇଥିବା ନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି । ୨୪ କୋଟିରୁ ଅଧିକ ଆକାଉଣ୍ଟକୁ ଏହି ଅର୍ଥ ଟ୍ରାନ୍ସଫର କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮.୧୫ ପ୍ରତିଶତ ସୁଧ ହାରରେ କର୍ମଚାରୀଙ୍କୁ ଆକାଉଣ୍ଟକୁ ଅର୍ଥ ପଠାଯାଇଛି । ଏହି ପ୍ରକ୍ରିୟା ଏବେ ଜାରି ରହିଥିବା ବେଳେ ଖୁବଶୀଘ୍ର ତାହା ସମସ୍ତଙ୍କ ନିକଟରେ ପହଞ୍ଚିବ ବୋଲି ଇପିଏଫଓ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ନବରାତ୍ରି ଅବସରରେ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଉପହାର ମିଳିଥିଲା । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା । ପୂର୍ବରୁ କର୍ମଚାରୀଙ୍କୁ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିବା ବେଳେ ତାହା ୪ ପ୍ରତିଶତ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚିଥିଲା । ଗୋଟିଏ ମାସ ପରେ ପୁଣି ଥରେ କର୍ମଚାରୀଙ୍କୁ ଦିପାବଳୀ ଉପହାର ମିଳିଛି । ଏହାଫଳରେ କର୍ମଚାରୀଙ୍କୁ ପାର୍ବଣ ସିଜିନରେ ଡବଲ ଉପହାର ମିଳିଛି । କର୍ମଚାରୀମାନେ ଟେକ୍ସଟ ମେସେଜ, ମିସଡ୍ କଲ, ଉମଙ୍ଗ ଆପ, ଇପିଏଫଓ ୱେବସାଇଟ ଜରିଆରେ ଆକାଉଣ୍ଟକୁ ଅର୍ଥ ଆସିଛି କି ନା ତାହା ଚେକ୍ କରିପାରିବେ ।

ଆହୁରି ପଢନ୍ତୁ

IND vs ENG: ଲର୍ଡସ୍ ଟେଷ୍ଟ ମ୍ୟାଚ୍‌ରେ…

‘ମତଭେଦ ବିବାଦରେ ପରିଣତ ହେବା ଉଚିତ୍…

Share

Prev Post

ଦୀପାବଳି ପରେ ଲାଗୁ ହେବନି Odd-Even ନିୟମ: ଦିଲ୍ଲୀ ପ୍ରଦୂଷଣକୁ ନେଇ ସରକାରଙ୍କ ନୂଆ ନିଷ୍ପତ୍ତି

Next Post

ଦିଲ୍ଲୀରେ ବର୍ଷା ହେବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ, କହିଲେ ଭଗବାନ ପ୍ରାର୍ଥନା ଶୁଣିଲେ

You might also like More from author
Breaking News

IND vs ENG: ଲର୍ଡସ୍ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡର ରୋମାଞ୍ଚକର ବିଜୟ, ୨୨ ରନରେ ହାରିଲା ଭାରତ

ଦେଶ

‘ମତଭେଦ ବିବାଦରେ ପରିଣତ ହେବା ଉଚିତ୍ ନୁହେଁ’

ଦେଶ

ଜୁଲାଇ ୧୬ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି ନିର୍ଦ୍ଦେଶ, ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

Featured

ଭାରତୀୟମାନେ ଖାଉଛନ୍ତି ଅତ୍ୟଧିକ ଲୁଣ, ICMR ରିପୋର୍ଟରେ ଖୁଲାସା: ବଢ଼ୁଛି ଗମ୍ଭୀର ରୋଗର ବିପଦ

Breaking News

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଏହି ତାରିଖରେ ବନ୍ଦ ରହିବ ATM, UPI, IMPS, NEFT ସେବା

ବାଣିଜ୍ୟ

ମାଲାମାଲ କରିବ ପୋଷ୍ଟ ଅଫିସର ଏହି ସ୍କିମ୍, ପ୍ରତି ମାସରେ ହାତକୁ ଆସିବ ୨୦,୫୦୦ ଟଙ୍କା

Prev Next
Advertisement
ADVERTISEMENT
Odisha Bhaskar

Recent Posts

IND vs ENG: ଲର୍ଡସ୍ ଟେଷ୍ଟ ମ୍ୟାଚ୍‌ରେ…

‘ମତଭେଦ ବିବାଦରେ ପରିଣତ ହେବା ଉଚିତ୍…

ଜୁଲାଇ ୧୬ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି…

ଭାରତୀୟମାନେ ଖାଉଛନ୍ତି ଅତ୍ୟଧିକ ଲୁଣ, ICMR…

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଏହି…

ମାଲାମାଲ କରିବ ପୋଷ୍ଟ ଅଫିସର ଏହି ସ୍କିମ୍,…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

IND vs ENG: ଲର୍ଡସ୍ ଟେଷ୍ଟ ମ୍ୟାଚ୍‌ରେ…

‘ମତଭେଦ ବିବାଦରେ ପରିଣତ ହେବା ଉଚିତ୍…

ଜୁଲାଇ ୧୬ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି…

ଭାରତୀୟମାନେ ଖାଉଛନ୍ତି ଅତ୍ୟଧିକ ଲୁଣ, ICMR…

Prev Next 1 of 27,782
© 2025 - TK Digital All Rights Reserved.