fbpx

ଟିଟିଲାଗଡରେ ESMA ଲାଗୁ

ବଲାଙ୍ଗିର,୯ ।୧୦(ଓଡିଶା ଭାସ୍କର): ବଲାଙ୍ଗିରର ଟିଟିଲାଗଡ ଓ କଣ୍ଟାବାଞ୍ଜି ପୌରାଞ୍ଚଳରେ ଲାଗୁ ହୋଇଛଇ ESMA । ଆନ୍ଦୋଳନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ତେବେ ଟିଟିଲାଗଡ଼ରେ ୨୪ ଦିନ ଧରି ଚାଲିଛି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ଟିଟିଲାଗଡରେ ଠିକା ସଂସ୍ଥାକୁ ବିରୋଧ କରି ଏହି ଆନ୍ଦୋଳନ ଚାଲିଛି ।

Get real time updates directly on you device, subscribe now.