fbpx

ସୁମିତ-ତପସ୍ୱିନୀ ବିବାଦରେ ଭୁଲ କାହାର: କବିତା ଜରିଆରେ ଚମତ୍କାର ଉପସ୍ଥାପନା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଦେଖା ଦେଇଥିବା ତପସ୍ୱିନୀ ଓ ସୁମିତ ବିବାଦ ଥମିବାର ନାମ ନେଉନି । ନ୍ୟାୟ ପାଇଁ ତପସ୍ୱିନୀ ଏବେବି ଶୀତ କାକରରେ ନ୍ୟାୟ ପାଇଁ ଲଢେଇ କରୁଥିବା ବେଳେ ସୁମିତଙ୍କର ପତା ମିଳୁନାହିଁ । ଏଭଳି ଏକ ପରସ୍ଥିତିରେ ସମଗ୍ର ବିଶ୍ୱରୁ ତପସ୍ୱିନୀଙ୍କ ପାଇଁ ସମବେଦନା ମିଳୁଥିବା ବେଳେ କବିତା ଜରିଆରେ ମଧ୍ୟ ସମର୍ଥନ ମିଳିଛି ।

ତପସ୍ୱିନୀ ନିଜ ହକ ପାଇଁ ଲଢେଇ କରୁଛନ୍ତି ତେଣୁ ସବୁ ଭୁଲ ତପସ୍ୱିନୀଙ୍କର ବୋଲି ଏମିତି କିଛି କହିଛନ୍ତି କଳାକାର ଜଣକ । ତେବେ ବ୍ୟଙ୍ଗ ମଧ୍ୟରେ ସେ ସୁମିତ ଓ ତାଙ୍କ ପିତାଙ୍କୁ ସମାଲୋଚନା କରୁଥିବା ସ୍ପଷ୍ଟ ହୋଇଛି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.