fbpx

(Video) Toilet ଉଠାଇନେଲା ପୁରୁଣା ପ୍ରେମିକ: ପ୍ରେମରେ ଧୋକା ଖାଇବା ପରେ ଚୋରେଇ ନେଲା ପାଇଖାନା

ଓଡ଼ିଶା ଭାସ୍କର: କୁହାଯାଏ ଯେ, ପ୍ରେମରେ ସବୁକିଛି ସମ୍ଭବ ହୋଇଥାଏ । ଯେକୌଣସି ବାଧାବିଘ୍ନକୁ ଅତିକ୍ରମ କରି ଜଣେ ନିଜ ପ୍ରେମକ ପାଇବାର ଚେଷ୍ଟା କରେ । କିନ୍ତୁ ପ୍ରେମରେ ଧେକା ଖାଇଥିବା ଜଣେ ପ୍ରେମିକ ତା’ଠାରୁ ଆହୁରି ଭୟଙ୍କର ହୋଇଥାଏ । ପ୍ରେମକୁ ହାରିବା ଦୁଃଖରେ କେତେବେଳେ ସେ କ’ଣ କରି ବସେ, ତାହା କଳ୍ପନା କରିବା ବି ଅସମ୍ଭବ । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଜାଣିବାକୁ ମିଳିଛି । ପ୍ରେମରେ ହାରିଯିବାରୁ ପ୍ରେମିକା ଘରୁ ଟଏଲେଟ ଚୋରି କରି ନେଇଛି ପୁୁରଣା ପ୍ରେମିକ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସମସ୍ତଙ୍କୁ ଚକିତ କରି ଦେଇଛି ।

ଆପଣମାନେ ତ ଅନେକ ପ୍ରେମକାହାଣୀ ଦେଖିଥିବେ ଆଉ ଶୁଣିଥିବେ ପ୍ରେମ ପରେ ଅନେକ ପ୍ରକାରର ବ୍ରେକଅପର ଷ୍ଟୋରି ମଧ୍ୟ ଶୁଣିଥିବେ ହେଲେ ଏମିତି ଏକ ଏକ ବ୍ରେକ୍ଅପ୍ର କାହାଣୀ ହୁଏତ ଆଗରୁ କେବେ ଶୁଣି ନଥିବେ କି ଦେଖି ନଥିବେ । ବ୍ରେକ୍ଅପ୍ ହେଲା ବୋଲି ରାଗିଗଲା ପ୍ରେମିକ । ପ୍ରେମିକା ଶୋଇଥିବା ବେଳେ ଶୌଚାଳୟରୁ ପ୍ୟାନ ଖୋଲି ଦୌଡି ପଳାଇଲା । ବ୍ରେକଅପ୍ ହେଲା ବୋଲି ପ୍ରେମିକାର ପାଇଖାନା ଖୋଲି ନେଇଗଲା ପ୍ରେମିକ , ଦେଖିଦେଲା ପ୍ରେମିକା ପ୍ୟାନ ଧରି ଦୌଡିଲା ପ୍ରେମିକ

ଆପଣମାନେ ତ ଅନେକ ପ୍ରେମ କାହାଣୀ ଦେଖିଥିବେ ଆଉ ଶୁଣିଥିବେ ପ୍ରେମ ପରେ ଅନେକ ପ୍ରକାରର ବ୍ରେକଅପର ଷ୍ଟୋରି ମଧ୍ୟ ଶୁଣିଥିବେ ହେଲେ ଏମିତି ଏକ ଏକ ବ୍ରେକଅପର କାହାଣୀ ହୁଏତ ଆଗରୁ କେବେ ଶୁଣି ନôତବେ କି ଦେଖି ନଥିବେ । ଯେଉଁ ବ୍ରେକଅପ କାହାଣୀକୁ ନେଇ ଏବେ ସୁବଠି ଚର୍ଚ୍ଚା,

Get real time updates directly on you device, subscribe now.