fbpx
BSKY SKY
BSKY SKY

ଘଣ୍ଟା ମାଧ୍ୟମରେ PayTM FASTag ସ୍କାନ୍ କରି ଆକାଉଣ୍ଟରୁ ଲୁଟୁଛନ୍ତି ଟଙ୍କା, ଦେଖନ୍ତୁ ଭାଇରାଲ Videoର ସତ

BSKY

ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ଯେତେ ଚାଲାକ ହେଉଛନ୍ତି, ଲୁଟେରାମାନେ ତାଙ୍କଠାରୁ ୨ ପାଦ ଆଗରେ ରହୁଛନ୍ତି । ସେହିଭଳି ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବାଳକ ସ୍ମାର୍ଟ ୱାଚ୍ ପିନ୍ଧି କାରର ୱିଣ୍ଡୋସ୍କିନ୍ ସଫା କରିବା ସମୟରେ ପେଟିଏମ ଫାଷ୍ଟାଗରୁ ଟଙ୍କା ଲୁଟୁଥିବା ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓରେ ଜଣେ ବାଳକ ଆପଲର ସ୍ମାର୍ଟ ୱାଚ୍ ପିନ୍ଧି କାରର ୱିଣ୍ଡୋସ୍କିନ୍ ସଫା କରୁଥିବା ଦେଖିବାକୁ ମିଳୁଛି । ଏହା ପରେ ବାଳକଟି ୱିଣ୍ଡୋସ୍କିନ ଉପରେ ଥିବା ଫାଷ୍ଟାଗ ଷ୍ଟିକର ସାମ୍ନାରେ ଘଣ୍ଟାଟିକୁ ଓଲଟାଇ ଦେଇଥିବା ନଜର ଆସିଛି । ଏହାକୁ ଦେଖିଲେ ଲାଗୁଛି କି, ବାଳକଟି ନିଜ ଘଣ୍ଟାରେ ଷ୍ଟିକରକୁ ସ୍କାନ କରୁଛି ଓ ଆକାଉଣ୍ଟରୁ ଟଙ୍କା ଲୁଟୁଛି । ଅବଶ୍ୟ ଫାଷ୍ଟାଗ ଏପରି କୌଣସି ଲୁଟର ସମ୍ଭାବନାକୁ ମନା କରିଛି । ତେବେ ଆସନ୍ତୁ ଦେଖିବା ଭାଇରାଲ ଭିଡିଓର ସତ…

Get real time updates directly on you device, subscribe now.